‘ଗୋଡି’ ଓ ‘ସିମ୍‌କାର୍ଡ’ କୋଡ୍‌ୱାର୍ଡରେ ବସ୍ତିରେ ଚାଲିଛି ବ୍ରାଉନ୍‌ସୁଗାର ବ୍ୟବସାୟ

ଭୁବନେଶ୍ୱର: ଝାରପଡା ହଳଦୀ ପଡିଆ ବସ୍ତିରେ କୋଡ୍‌ୱାର୍ଡକୁ ବ୍ୟବହାର କରି ଖୁଲମଖୁଲା ବ୍ରାଉନ୍‌ସୁଗାର ବ୍ୟବସାୟ ଚାଲୁଥିବା ନଜରକୁ ଆସିଛି। ‘ଗୋଡି’ ନହେଲେ ‘ସିମ୍‌କାର୍ଡ’ କୋର୍ଡୱାର୍ଡରେ ମାଗିଲେ ନିଶା ମାଫିଆ ହାତକୁ ବଢାଇ ଦେଉଛନ୍ତି ପୁଡିଆ। ବସ୍ତିରେ ବ୍ରାଉନସୁଗାର କାରବାର ସମ୍ପର୍କରେ ସୂଚନା ମିଳିବା ପରେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ସେଠାରେ ପହଞ୍ଚିଥିଲା ଓଟିଭି କ୍ୟାମେରା ଟିମ୍‌। କୋର୍ଡୱାର୍ଡ ଶୁଣିବା କ୍ଷଣି ବିନାଦ୍ୱିଧାରେ ବ୍ରାଉନ୍‌ସୁଗାର ଯୋଗାଇ ଦେଇଥିଲେ ଜଣେ ନିଶା ମାଫିଆ। ମୁଖ୍ୟତଃ ବାଲେଶ୍ୱର ଓ ଜଳେଶ୍ୱରରୁ […]

brownsugar

brownsugar

Rakesh Mallick
  • Published: Thursday, 14 April 2016
  • Updated: 14 April 2016, 04:45 PM IST

Sports

Latest News

brownsugarଭୁବନେଶ୍ୱର: ଝାରପଡା ହଳଦୀ ପଡିଆ ବସ୍ତିରେ କୋଡ୍‌ୱାର୍ଡକୁ ବ୍ୟବହାର କରି ଖୁଲମଖୁଲା ବ୍ରାଉନ୍‌ସୁଗାର ବ୍ୟବସାୟ ଚାଲୁଥିବା ନଜରକୁ ଆସିଛି। ‘ଗୋଡି’ ନହେଲେ ‘ସିମ୍‌କାର୍ଡ’ କୋର୍ଡୱାର୍ଡରେ ମାଗିଲେ ନିଶା ମାଫିଆ ହାତକୁ ବଢାଇ ଦେଉଛନ୍ତି ପୁଡିଆ। ବସ୍ତିରେ ବ୍ରାଉନସୁଗାର କାରବାର ସମ୍ପର୍କରେ ସୂଚନା ମିଳିବା ପରେ ଏହାର ସତ୍ୟାସତ୍ୟ ଜାଣିବା ଲାଗି ସେଠାରେ ପହଞ୍ଚିଥିଲା ଓଟିଭି କ୍ୟାମେରା ଟିମ୍‌। କୋର୍ଡୱାର୍ଡ ଶୁଣିବା କ୍ଷଣି ବିନାଦ୍ୱିଧାରେ ବ୍ରାଉନ୍‌ସୁଗାର ଯୋଗାଇ ଦେଇଥିଲେ ଜଣେ ନିଶା ମାଫିଆ।

ମୁଖ୍ୟତଃ ବାଲେଶ୍ୱର ଓ ଜଳେଶ୍ୱରରୁ ରାଜଧାନୀର ବିଭିନ୍ନ ବସ୍ତିକୁ ବ୍ରାଉନସୁଗାର ଆସୁଥିବା ସୂଚନା ମିଳିଛି। କେତେବେଳେ ମାଫିଆମାନେ ନିଜେ ଯାଇ ସେଠାରୁ ଏହାକୁ ଆଣୁଛନ୍ତି ତ କେତେବେଳେ ମହିଳାଙ୍କ ଜରିଆରେ ଏହାକୁ ମଗାଇ ଦେଉଛନ୍ତି। ଗରାଖ ଯୋଗାଡ ଲାଗି ଛୋଟ ଛୋଟ କିଛି ପିଲାଙ୍କୁ ନିୟୋଜିତ କରାଯାଉଛି। ଛାତ୍ରମାନେ ହିଁ ବ୍ରାଉନ୍‌ସୁଗାର ଅଧିକ ବ୍ୟବହାର କରୁଥିବା ଜଣାପଡିଛି। ହଳଦୀପଡିଆରେ ଏହି ବ୍ୟବସାୟ ୫ରୁ ୬ ଜଣ କରୁଥିବା ଜଣାପଡିଛି।

ଏନେଇ ଜଣେ ନିଶା ବ୍ୟବସାୟୀ କହିଛନ୍ତି,“ଆମେ ୧,୦୦,୦୦୦ଟଙ୍କା ଓ ୧,୨୦,୦୦୦ଟଙ୍କା ଦେଇ ବ୍ରାଉନସୁଗାର ବାହାରୁ କିଣିକି ଆଣୁଛୁ। ବାହାରୁ ଆଣିବା ପରେ ପୁଡିଆ କରି ଏଠାରେ ‘ସିମ୍‌କାର୍ଡ’ ନାଁରେ ବିକ୍ରି କରୁଛୁ। ପୋଲିସ୍‌ ପକ୍ଷରୁ ତନାଘନା କରିବାରୁ ଏହାକୁ ‘ଗୋଡି’ ବୋଲି ସବୁ କହିଲେ। ଏହାର ଗରାଖ ମୁଖ୍ୟତଃ ଛାତ୍ର ଗରାଖ ଗୋଟିଏ ଦିଇଟାରୁ ଆରମ୍ଭ କରି ୧୦ଟି ପର୍ଯ୍ୟନ୍ତ ପୁଡିଆ କଣିକି ନେଉଛନ୍ତି। ଗୋଟିଏ ପୁଡିଆର ଦାମ୍‌ ୧୨୦ ଟଙ୍କା, ୧୩୦ ଟଙ୍କା ଯଦି ଯଥେଷ୍ଟ ଜିନିଷ ନ ମିଳିଲା ତେବେ ସେତେବେଳେ ୨୦୦ଟଙ୍କା ବି ହୋଇଯାଉଛି। ବିକ୍ରି ବେଳେ ଡର ତ ଲାଗେ, ବେଳେ ବେଳେ ପୋଲିସ ଆସି ଆମ ପାଖରୁ ପଇସା ନେଇକି ଯାଉଛନ୍ତି। ତେଣୁ ଅସୁବିଧା କିଛି ନାହିଁ।”

ଏନେଇ ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ପୋଲିସ ପକ୍ଷରୁ ବହୁବାର ଏହି ଅଞ୍ଚଳରେ ତନାଘନା କରାଯାଇ ଚଢାଉ କରାଯାଇଛି। ସୂଚନା ମିଳୁଛି ଯେ ଏଠାରେ ଛୋଟ ଛୋଟ ଦୋକାନରେ ପୁଡିଆ କରି ବିକ୍ରି କରୁଛନ୍ତି। ଆମେ ଏବେ ତାଙ୍କ ଉପରେ ନଜର ରଖିଛୁ। ଏହାସହ ଏହି ବେପାରି ମାନେ ଯେଉଁଠୁ ବ୍ରାଉନ୍‌ସୁଗାର ଆଣୁଛନ୍ତି ତାଙ୍କ ଉପରେ ମଧ୍ୟ ପୋଲିସ, କ୍ୟୁଏଟି ଓ ସ୍ଥାନୀୟ ପୋଲିସ ନଜର ରଖିଛି। ବ୍ରାଉନସୁଗାର ନେଇ ପକ୍କା ଖବର ମିଳିଲେ ଉକ୍ତ ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ।”

ରାଜଧାନୀରେ ବ୍ରାଉନ୍‌ସୁଗାର ଭଳି ମାରାତ୍ମକ ନିଶା ଦ୍ରବ୍ୟର କାରବାର କାୟା ବିସ୍ତାର କରିଥିବା ବେଳେ ଏହାକୁ ରୋକିବାକୁ ପୋଲିସର ଆନ୍ତରିକତା ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story