କୋର୍ଟରେ ହାଜର ହେଲେ ସୁଶୀଲ ଓ ୧୫ ସହଯୋଗୀ

କଟକ: ଡି’ ବ୍ରଦର୍ସ ଓ ସେମାନଙ୍କ ଅନ୍ୟ ୧୫ ଜଣ ସହଯୋଗୀଙ୍କୁ ଆଜି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ସୁଶୀଲ ଧଳ ସାମନ୍ତ ଓ ଅନ୍ୟ ସହଯୋଗୀଙ୍କୁ  କୋର୍ଟରେ ହାଜର କରାଯାଇଥିଲା। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଝାରପଡ଼ା ଜେଲରେ ଥିବା ସୁଶାନ୍ତକୁ ହାଜର କରାଯାଇପାରି ନାହିଁ। ସୁଶୀଲ ବ୍ୟତୀତ ଭଜନ, ଦେବାଶିଷ କର, ଭୋଳା ଗଭତ, ନିର୍ମାଳ ରାଉତ, ଗୁଡୁ, ଲିଟୁଆ ବେହେରା, ଭରତ ସ୍ୱାଇଁ ପ୍ରମୁଖଙ୍କୁ ହାଜର କରାଯାଇଥିଲା। ପ୍ରଥମ […]

d-brothers

d-brothers

Rakesh Mallick
  • Published: Tuesday, 12 April 2016
  • Updated: 13 April 2016, 08:05 AM IST

Sports

Latest News

କଟକ: ଡି’ ବ୍ରଦର୍ସ ଓ ସେମାନଙ୍କ ଅନ୍ୟ ୧୫ ଜଣ ସହଯୋଗୀଙ୍କୁ ଆଜି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ସୁଶୀଲ ଧଳ ସାମନ୍ତ ଓ ଅନ୍ୟ ସହଯୋଗୀଙ୍କୁ  କୋର୍ଟରେ ହାଜର କରାଯାଇଥିଲା। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଝାରପଡ଼ା ଜେଲରେ ଥିବା ସୁଶାନ୍ତକୁ ହାଜର କରାଯାଇପାରି ନାହିଁ।

ସୁଶୀଲ ବ୍ୟତୀତ ଭଜନ, ଦେବାଶିଷ କର, ଭୋଳା ଗଭତ, ନିର୍ମାଳ ରାଉତ, ଗୁଡୁ, ଲିଟୁଆ ବେହେରା, ଭରତ ସ୍ୱାଇଁ ପ୍ରମୁଖଙ୍କୁ ହାଜର କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ଦାୟର ହୋଇଥିବା ୭ଟି ମାମଲାରେ ଅଭିଯୁକ୍ତମାନଙ୍କୁ ହାଜର କରାଯାଇଥିଲା। ଆସନ୍ତା ୨୧ ତାରିଖରେ ସବୁ ଅଭିଯୁକ୍ତଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story