କଟକ: ଟିଟୋ ଗ୍ୟାଙ୍ଗର ୫ ସହଯୋଗୀ ଗିରଫ

କଟକ: ଟିଟୋ ଗ୍ୟାଙ୍ଗର  ୫ ଜଣ ସହଯୋଗୀକୁ ମର୍କତନଗର ପୋଲିସ୍ ଆଜି ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଗୋଟିଏ ରାଉଣ୍ଡ ଗୁଳି, ୬ଟି ମୋବାଇଲ ଫୋନ୍ ଓ ୨ଟି ବାଇକ୍ ଜବତ କରିଛି ପୋଲିସ୍। ଏମାନଙ୍କ ମଧ୍ୟରେ ଟିଟୋର ମୁଖ୍ୟ ସହଯୋଗୀ ମୁନ୍ନା ଲାଡେନ  ରହିଥିବା କଟକ ଡିସିପି ସୂଚନା  ଦେଇଛନ୍ତି।