କଟକ ଏସଡିଜେଏମ୍ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର ହେଲେ ସୁଶାନ୍ତ ଧଳସାମନ୍ତ

କଟକ: ଡି’ ଲିଙ୍କ୍ ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ବ୍ୟକ୍ତିଗତ ଭାବେ ଆଜି  କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ତାଙ୍କୁ ଝାରପଡ଼ା ଜେଲରୁ ଅଣାଯାଇଥିଲା। ତାଙ୍କ ବିରୁଦ୍ଧରେ ଦାୟର କରାଯାଇଥିବା ମୋଟ ୧୪ଟି ମାମଲାରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ପୂର୍ବରୁ ଯାନ୍ତ୍ରିକ ତୃଟି ଯୋଗୁଁ ଭିଡିଓ କନଫରେନସିଂ ଜରିଆରେ ସୁଶାନ୍ତଙ୍କୁ ହାଜର କରାଯାଇ ପାରି ନ ଥିଲା।

d

d

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 03:50 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story