କଟକ: ଚୋର ଧରି ପୋଲିସ୍‌କୁ ଦେଲେ ସ୍ଥାନୀୟ ଲୋକ

କଟକ: କଟକ ମାଛୁଆ ବଜାର ନିକଟରେ ଆଜି ମଧ୍ୟାନ୍ନରେ ସ୍ଥାନୀୟ ବାସିନ୍ଦା ଏକ ଚୋରକୁ ଧରି ପୋଲିସ୍ ଜିମାରେ ଦେଇଛନ୍ତି। ମାଛୁଆ ବଜାର ନିକଟରେ ଶିଶୁ କୁମାର ସାହୁଙ୍କ ଘରେ ଚୋରଟି ଫେରିବାଲା ପରିଚୟ ଦେଇ ଘରର ମହିଳାଙ୍କୁ ପାଣି ମାଗିଥିଲେ। ମହିଳା ଜଣଙ୍କ ପାଣି ଆଣିବାକୁ ଭିତରକୁ ଯିବାରୁ ସେଠାରେ ଥିବା ଏକ ମୋବାଇଲ ଫୋନକୁ ଧରି ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇଥିଲେ।

cuttack

cuttack

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 06:33 PM IST

Sports

Latest News

କଟକ: କଟକ ମାଛୁଆ ବଜାର ନିକଟରେ ଆଜି ମଧ୍ୟାନ୍ନରେ ସ୍ଥାନୀୟ ବାସିନ୍ଦା ଏକ ଚୋରକୁ ଧରି ପୋଲିସ୍ ଜିମାରେ ଦେଇଛନ୍ତି। ମାଛୁଆ ବଜାର ନିକଟରେ ଶିଶୁ କୁମାର ସାହୁଙ୍କ ଘରେ ଚୋରଟି ଫେରିବାଲା ପରିଚୟ ଦେଇ ଘରର ମହିଳାଙ୍କୁ ପାଣି ମାଗିଥିଲେ। ମହିଳା ଜଣଙ୍କ ପାଣି ଆଣିବାକୁ ଭିତରକୁ ଯିବାରୁ ସେଠାରେ ଥିବା ଏକ ମୋବାଇଲ ଫୋନକୁ ଧରି ପଳାଇଯାଉଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos