ଡି’ବ୍ରଦର୍ସଙ୍କ ସହଯୋଗୀଙ୍କ ନାଁରେ ଥିବା ୫ ବାଲିଘାଟ ଲିଜ୍ ରଦ୍ଦ

କଟକ: ଡି’ବ୍ରଦର୍ସଙ୍କ ସହଯୋଗୀଙ୍କ ନାମରେ କଟକ ଓ ଏହା ଉପକଣ୍ଠରେ ଚାଲିଥିବା ୫ଟି ବାଲିଘାଟ ଲିଜ୍ ରଦ୍ଦ କରିଛି ଜିଲ୍ଲା ପ୍ରଶାସନ। ଏହା ସହ ଆଉ ୨ଟି ବାଲିଘାଟର ତଦନ୍ତ ଚାଲିଥିବା କଟକ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କହିଛନ୍ତି। ରଦ୍ଦ ହୋଇଥିବା ୫ଟି ବାଲିଘାଟ ମଧ୍ୟରୁ ଗୋଟିଏ ଡି’ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କ ନାଁରେ ଥିଲା। କଟକ ଜିଲ୍ଲାପାଳ କହିଛନ୍ତି,“୭ଟି ବାଲିଘାଟ ଉପରେ ପୋଲିସ୍ ଆମକୁ ରିପୋର୍ଟ ଦେଇଥିଲା। ୫ଟି ବାଲିଘାଟ ଲିଜ୍‌କୁ ଆମେ ରଦ୍ଦ କରି […]

d-brothers

d-brothers

Rakesh Mallick
  • Published: Monday, 25 April 2016
  • Updated: 25 April 2016, 10:54 AM IST

Sports

Latest News

କଟକ: ଡି’ବ୍ରଦର୍ସଙ୍କ ସହଯୋଗୀଙ୍କ ନାମରେ କଟକ ଓ ଏହା ଉପକଣ୍ଠରେ ଚାଲିଥିବା ୫ଟି ବାଲିଘାଟ ଲିଜ୍ ରଦ୍ଦ କରିଛି ଜିଲ୍ଲା ପ୍ରଶାସନ। ଏହା ସହ ଆଉ ୨ଟି ବାଲିଘାଟର ତଦନ୍ତ ଚାଲିଥିବା କଟକ ଜିଲ୍ଲାପାଳ ନିର୍ମଳଚନ୍ଦ୍ର ମିଶ୍ର କହିଛନ୍ତି।

ରଦ୍ଦ ହୋଇଥିବା ୫ଟି ବାଲିଘାଟ ମଧ୍ୟରୁ ଗୋଟିଏ ଡି’ବ୍ରଦର୍ସଙ୍କ ବାପା ସରୋଜ ଧଳସାମନ୍ତଙ୍କ ନାଁରେ ଥିଲା।

କଟକ ଜିଲ୍ଲାପାଳ କହିଛନ୍ତି,“୭ଟି ବାଲିଘାଟ ଉପରେ ପୋଲିସ୍ ଆମକୁ ରିପୋର୍ଟ ଦେଇଥିଲା। ୫ଟି ବାଲିଘାଟ ଲିଜ୍‌କୁ ଆମେ ରଦ୍ଦ କରି ଦେଇଛୁ। ଗୋଟିଏ ବାଲିଘାଟ ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ସେହିଭଳି ବାଙ୍କୀ ସ୍ଥିତ କୁସ୍ତିଆ ବାଲିଘାଟ ନେଇ ପୋଲିସ୍ ଦେଇଥିବା ପ୍ରମାଣ ଯଥେଷ୍ଟ ନ ଥିବାରୁ ଏହାକୁ ରଦ୍ଦ କରାଯାଇନାହିଁ। ଏନେଇ ଅଧିକ ତଥ୍ୟ ଦେବାକୁ ପୋଲିସ୍‌କୁ କୁହାଯାଇଛି। ତଥ୍ୟ ଆସିବା ପରେ ପୁଣି ଶୁଣାଣି କରାଯିବ ଓ ଏ ବାଲିଘାଟ ନେଇ ନିଷ୍ପତ୍ତି ନିଆଯିବ।”

ସେ କହିଛନ୍ତି,“ଧଳସାମନ୍ତ ଭ୍ରାତାଙ୍କ ନାଁରେ କୌଣସି ବାଲିଘାଟ ଚିହ୍ନଟ କରାଯାଇନାହିଁ। ଏହି ବାଲିଘାଟଗୁଡ଼ିକ ତାଙ୍କ ସହଯୋଗୀଙ୍କ ନାଁରେ ରହିଥିଲା। ଗୋଟିଏ ବାଲିଘାଟ ସେମାନଙ୍କ ବାପାଙ୍କ ନାଁରେ ଥିଲା।”

ଜିଲ୍ଲାପାଳ କହିଛନ୍ତି,“ଟେଣ୍ଡର ଫିକ୍ସିଂ ସହିତ ବିଭିନ୍ନ କାରଣରୁ ଏହି ବାଲିଘାଟ ଲିଜ୍‌ଗୁଡ଼ିକୁ ରଦ୍ଦ କରାଯାଇଛି। ବାଲିଘାଟଗୁଡ଼ିକୁ ରଦ୍ଦ କରିବା ପୂର୍ବରୁ ଶୁଣାଣି କରାଯାଇଥିଲା। ପୋଲିସ୍‌ର ତଥ୍ୟ, ନିଲାମ ଦେଇଥିବା ଅଧିକାରୀ ଓ ନିଲାମରେ ଭାଗ ନେଇଥିବା ଅନ୍ୟ ବ୍ୟକ୍ତିମାନଙ୍କ ପକ୍ଷ ଶୁଣିବା ପରେ ଏ ନିଷ୍ପତ୍ତି ନିଆଯାଇଛି। ନିଲାମ ବାତିଲ ହୋଇଥିବା ଏହି ବାଲିଘାଟଗୁଡ଼ିକର ପୁନଃ ନିଲାମୀ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story