ଶେଷ ପର୍ଯ୍ୟାୟରେ ଡି-ବ୍ରଦର୍ସ ମାମଲାର ତଦନ୍ତ:ଡିସିପି

କଟକ: ଦୁଇ ମାସ ଧରି ଚାଲିଥିବା ବହୁଚର୍ଚ୍ଚିତ ଡି-ବ୍ରଦର୍ସ ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କଟକ ଡିସିପି ସଞ୍ଜୀବ ଅରୋରା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଡି-ବ୍ରଦର୍ସ ମାମଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯାଉଛି। ବହୁତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଚାଲିଛି। ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି।” ଡି-ବ୍ରଦର୍ସ ମାମଲାରେ କମିଶନରେଟ୍ ପୋଲିସ୍ ଏ ପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଥିବା ବେଳେ ୩୨ ଜଣଙ୍କୁ ନୋଟିସ୍ […]

sanjib arora

sanjib arora

Rakesh Mallick
  • Published: Wednesday, 30 March 2016
  • Updated: 30 March 2016, 12:09 PM IST

Sports

Latest News

[caption id="attachment_76511" align="alignleft" width="300"]sanjib arora କଟକ ଡିସିପି ସଞ୍ଜୀବ ଅରୋରା[/caption]

କଟକ: ଦୁଇ ମାସ ଧରି ଚାଲିଥିବା ବହୁଚର୍ଚ୍ଚିତ ଡି-ବ୍ରଦର୍ସ ମାମଲାର ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି କଟକ ଡିସିପି ସଞ୍ଜୀବ ଅରୋରା ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଡି-ବ୍ରଦର୍ସ ମାମଲାରେ ବିଭିନ୍ନ ସ୍ଥାନରେ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯାଉଛି। ବହୁତ ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ତଦନ୍ତ ଚାଲିଛି। ତଦନ୍ତ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଗଲାଣି।”

ଡି-ବ୍ରଦର୍ସ ମାମଲାରେ କମିଶନରେଟ୍ ପୋଲିସ୍ ଏ ପର୍ଯ୍ୟନ୍ତ ୨୯ ଜଣଙ୍କୁ ଗିରଫ କରିଥିବା ବେଳେ ୩୨ ଜଣଙ୍କୁ ନୋଟିସ୍ ଜାରି କରି ଥାନାରେ ପଚରାଉଚରା କରିଛି। ଫେରାର ଥିବା ଅଭିଯୁକ୍ତମାନଙ୍କ ସହିତ ଆବଶ୍ୟକ ପ୍ରମାଣ ମିଳିଲେ ଆଉ କିଛି ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିସିପି ସଞ୍ଜୀବ ଅରୋରା କହିଛନ୍ତି।

ସେ କହିଛନ୍ତି,“ଡି’ବ୍ରଦର୍ସ ମାମଲାରେ ଆଉ କିଛି ଲୋକ ଫେରାର ଅଛନ୍ତି। ସେମାନଙ୍କୁ ଖୁବ୍‌ଶୀଘ୍ର ପୋଲିସ୍ ଗିରଫ କରିବ। ସେଥିପାଇଁ ପୋଲିସ୍ ପକ୍ଷରୁ ଉଦ୍ୟମ ଜାରି ରହିଛି।”

ଗତକାଲି ମର୍କତନଗର ଥାନାରେ ଦାୟର ହୋଇଥିବା ଜଣେ ଠିକାଦାରଙ୍କ ଏତଲାକୁ ମିଶାଇ ଡି-ବ୍ରଦର୍ସଙ୍କ ବିରୋଧରେ ବର୍ତ୍ତମାନ ସୁଦ୍ଧା ୧୧ଟି ମାମଲା ରୁଜୁ ହୋଇ ସାରିଲାଣି।

ଅନ୍ୟପକ୍ଷରେ ମାସେ ମଧ୍ୟରେ ପୋଲିସ୍ ଡି’ବ୍ରଦର୍ସ ମାମଲାରେ ଚାର୍ଜସିଟ୍ ଦାଖଲ କରିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story