ଡି’ ବ୍ରଦର୍ସ ଲିଙ୍କ୍: ବୁଲୁ ଗିରଫ

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ କଟକ ମର୍କତ ନଗର ପୋଲିସ୍ ଗୁରୁବାର ଗିରଫ କରିଛି। କମିଶନରେଟ୍ ପୋଲିସ ବୁଲୁଙ୍କୁ ଗତ ୪ ଦିନ ଧରି ଜେରା କରୁଥିଲା। ଜେରା ବେଳେ ତାଙ୍କର ଡି’  ବ୍ରଦର୍ସଙ୍କ ସହିତ ସମ୍ପର୍କ ଥିବା ନେଇ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଡି’ବ୍ରଦର୍ସଙ୍କ ସହ ତାଙ୍କର ବ୍ୟବସାୟିକ ଲିଙ୍କ୍ ଥିବା ନେଇ ପୋଲିସକୁ ସୂଚନା ମିଳିଛି। ବୁଲୁକୁ ଗିରଫ କରିବା  ପୂର୍ବରୁ  ଗତକାଲି […]

bulu

bulu

Rakesh Mallick
  • Published: Friday, 11 March 2016
  • Updated: 11 March 2016, 10:06 AM IST

କଟକ: ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗରେ ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ କଟକ ମର୍କତ ନଗର ପୋଲିସ୍ ଗୁରୁବାର ଗିରଫ କରିଛି। କମିଶନରେଟ୍ ପୋଲିସ ବୁଲୁଙ୍କୁ ଗତ ୪ ଦିନ ଧରି ଜେରା କରୁଥିଲା। ଜେରା ବେଳେ ତାଙ୍କର ଡି’  ବ୍ରଦର୍ସଙ୍କ ସହିତ ସମ୍ପର୍କ ଥିବା ନେଇ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଡି’ବ୍ରଦର୍ସଙ୍କ ସହ ତାଙ୍କର ବ୍ୟବସାୟିକ ଲିଙ୍କ୍ ଥିବା ନେଇ ପୋଲିସକୁ ସୂଚନା ମିଳିଛି। ବୁଲୁକୁ ଗିରଫ କରିବା  ପୂର୍ବରୁ  ଗତକାଲି ଠିକାଦାର ଭାରତ ସ୍ୱାଇଁଙ୍କ ସହଯୋଗୀ ଶିବ ଗୋଛିକୁ ଗିରଫ କରିଥିଲା। ଏହା ସହିତ ଡି’ ବ୍ରଦର୍ସ  ଲିଙ୍କ୍ ମାମଲାରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କୁ ଗିରଫ କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story