ଆଠଗଡ଼: ଧାଇପୁର ସୋସାଇଟି ସମ୍ପାଦକ ପ୍ରଶାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଠଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଆଠଗଡ଼ ବ୍ଲକ କୋଅପରେଟିଭ୍ ବ୍ୟାଙ୍କର ଧାଇପୁର ସୋସାଇଟି ସମ୍ପାଦକ ପ୍ରଶାନ୍ତ ସାହୁଙ୍କ ଘରେ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି।

 ଖବର ଲେଖାଯିବା ସୁଦ୍ଧା ଚଢ଼ାଉ ଜାରି ରହିଛି।