ଗ୍ରାହକଙ୍କୁ ଠକି ଜେଲ୍‌ ଗଲେ ବିଲଡର

ବାଲେଶ୍ୱର: ଘର ଯୋଗାଇ ଦେବାକୁ କହି ପ୍ରାୟ ୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ ଶ୍ରୀସାଇ ଇନ୍‌ଫ୍ରାଷ୍ଟ୍ରଚରର ଚନ୍ଦ୍ରକାନ୍ତ ରାୟ ସାମନ୍ତସିଂହାରଙ୍କ ଜାମିନ ନାମଞ୍ଜୁର ହେବା ପରେ ଆଜି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୋଲିସ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା। ଚନ୍ଦ୍ରକାନ୍ତଙ୍କ ନିକଟରୁ କେତେକ ବଣ୍ଡ ପେପର ଓ ମନି ରସିଦ ଜବତ କରାଯାଇଥିଲା। ସୁସ୍ମିତା ପଣ୍ଡା ନାମକ ଜଣେ […]

baleswar

baleswar

Rakesh Mallick
  • Published: Thursday, 07 April 2016
  • Updated: 07 April 2016, 12:31 PM IST

Sports

Latest News

ବାଲେଶ୍ୱର: ଘର ଯୋଗାଇ ଦେବାକୁ କହି ପ୍ରାୟ ୮ କୋଟି ଟଙ୍କା ଠକି ନେବା ଅଭିଯୋଗରେ ଗିରଫ ଶ୍ରୀସାଇ ଇନ୍‌ଫ୍ରାଷ୍ଟ୍ରଚରର ଚନ୍ଦ୍ରକାନ୍ତ ରାୟ ସାମନ୍ତସିଂହାରଙ୍କ ଜାମିନ ନାମଞ୍ଜୁର ହେବା ପରେ ଆଜି ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ପୋଲିସ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ତାଙ୍କୁ ଗିରଫ କରିଥିଲା। ଚନ୍ଦ୍ରକାନ୍ତଙ୍କ ନିକଟରୁ କେତେକ ବଣ୍ଡ ପେପର ଓ ମନି ରସିଦ ଜବତ କରାଯାଇଥିଲା।

ସୁସ୍ମିତା ପଣ୍ଡା ନାମକ ଜଣେ ଜମାକାରୀ ବାଲେଶ୍ୱରରେ ଘର କିଣିବା ପାଇଁ ଚନ୍ଦ୍ରକାନ୍ତଙ୍କୁ ୮ ଲକ୍ଷ ଟଙ୍କା ଦେଇଥିଲେ। ଚନ୍ଦ୍ରକାନ୍ତ ଘର ନ ଦେଇ ୫ ବର୍ଷ ଧରି ତାଙ୍କୁ ଭଣ୍ଡାଇ ଚାଲିଥିଲେ। ଫଳରେ ସୁସ୍ମିତାଙ୍କ ସମେତ ଅନ୍ୟ ୧୭ ଜଣ ଜମାକାରୀ ସହଦେବଖୁଣ୍ଟା ଥାନାରେ ଏକାଧିକ ଅଭିଯୋଗ କରିଥିଲେ।

ଜମାକାରୀଙ୍କ ଅଭିଯୋଗ ମିଳିବା ପରେ ସହଦେବଖୁଣ୍ଟା ଥାନାରେ ଆଇପିସିର ୪୦୬, ୪୧୭, ୪୧୮, ୪୧୯, ୪୨୦, ୪୬୮ ଧାରରେ ଏକ ମାମଲା (ନଂ. ୭୭/୧୬) ରୁଜୁ କରାଯାଇଥିଲା।

ଜମାକାରୀ ସୁସ୍ମିତା ପଣ୍ଡା କହିଛନ୍ତି, “ଘର ଦେବାକୁ ଯେବେ ବି ଫୋନ୍‌ କଲେ ସେ ଆଜି କାଲି କହି ଦିନ ଗଡ଼ାଇ ଚାଲିଥିଲେ। ସବୁ ଟଙ୍କା ଦେଇ ସାରିବା ପରେ ମଧ୍ୟ ରିଜିଷ୍ଟ୍ରେସନ କଲେ ନାହିଁ। ସବୁ ଜମାକାରୀ ମିଶି ଥାନାରେ ଅଭିଯୋଗ କଲୁ।”

ଚନ୍ଦ୍ରକାନ୍ତ କହିଛନ୍ତି, “ଆପାଟମେଣ୍ଟ ନିର୍ମାଣ ସିଷ୍ଟମ ଅନୁସାରେ ପର୍ଯ୍ୟାୟ କ୍ରମେ ଟଙ୍କା ନିଆଯାଇଛି। କିଛି ସମସ୍ୟା କାରଣରୁ କାମ ଆରମ୍ଭରେ ବିଳମ୍ବ ହୋଇଥିଲା। ସେମାନେ ଅପେକ୍ଷା କଲେ ନାହିଁ, କାମ ବନ୍ଦ କରାଇ ଦେଲେ। ଏବେ କିଛି ସମସ୍ୟା ନାହିଁ, ପର୍ଯ୍ୟାୟ କ୍ରମେ ଆପ୍ରୁଭାଲ ମିଳୁଛି। ଘର ଅଛି, ସମସ୍ତଙ୍କୁ ଦିଆଯିବ।”

ଡିଏସ୍‌ପି ଅମରେଶ ପଣ୍ଡା କହିଛନ୍ତି, “ଗିରଫ ବିଲଡର ବାଲେଶ୍ୱରରେ ପ୍ରଥମ ଥର ପାଇଁ ଶ୍ରୀସାଇ ପପୁଲାର ଟାୱାର ନାଁରେ ଘର କରୁଥିଲେ। ସେ କିଛି ଲୋକଙ୍କ ସହ ସେଲ୍‌ ଏଗ୍ରୀମେଣ୍ଟ ମଧ୍ୟ କରିଛନ୍ତି। ୨୦୧୨ରେ କାମ ଶେଷ ହେବା କଥା, ଏପର୍ଯ୍ୟନ୍ତ  ହୋଇନାହିଁ। ପୁରୀ ଓ ଭୁବନେଶ୍ୱରର କିଛି ଲୋକ ମଧ୍ୟ ଘର ପାଇଁ ଟଙ୍କା ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି, ଚନ୍ଦ୍ରକାନ୍ତ ତଦନ୍ତରେ ସହଯୋଗ କରୁନାହାନ୍ତି। ତାଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story