ଜଟଣୀ ସୁଧାଂଶୁ ମିଶ୍ର ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ବିଶ୍ୱଜିତ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତରାବୋଇ ଗାଁରେ ଔଷଧ ବ୍ୟବସାୟୀ ସୁଧାଂଶୁ ମିଶ୍ର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ୍ ଗିରଫ‍ କରିଛି।  ଗିରଫ ଅଭିଯୁକ୍ତ ନାଁ ବାପି ଓରଫ ବିଶ୍ୱଜିତ ମହାପାତ୍ର। ଅଭିଯୁକ୍ତ ବିଶ୍ୱଜିତ ବରିଷ୍ଠ ପୋଲିସ୍ ଅଧିକାରୀ ରାଧାଶ୍ୟାମ ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି।  ଗତ ଦୁଇ  ତାରିଖରେ ନିଜ ଔଷଧ ଦୋକାନରେ ବସିଥିବାବେଳେ ବ୍ୟବସାୟୀ ସୁଧାଂଶୁ ମିଶ୍ରଙ୍କୁ ବିଶ୍ୱଜିତ କଟୁରୀରେ ହାଣିଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି ଜଟଣୀ […]

Jatni Murder jpg

Jatni Murder jpg

Rakesh Mallick
  • Published: Monday, 06 June 2016
  • Updated: 06 June 2016, 10:39 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ତରାବୋଇ ଗାଁରେ ଔଷଧ ବ୍ୟବସାୟୀ ସୁଧାଂଶୁ ମିଶ୍ର ହତ୍ୟାକାଣ୍ଡର ଅଭିଯୁକ୍ତକୁ ପୋଲିସ୍ ଗିରଫ‍ କରିଛି।  ଗିରଫ ଅଭିଯୁକ୍ତ ନାଁ ବାପି ଓରଫ ବିଶ୍ୱଜିତ ମହାପାତ୍ର। ଅଭିଯୁକ୍ତ ବିଶ୍ୱଜିତ ବରିଷ୍ଠ ପୋଲିସ୍ ଅଧିକାରୀ ରାଧାଶ୍ୟାମ ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି।  ଗତ ଦୁଇ  ତାରିଖରେ ନିଜ ଔଷଧ ଦୋକାନରେ ବସିଥିବାବେଳେ ବ୍ୟବସାୟୀ ସୁଧାଂଶୁ ମିଶ୍ରଙ୍କୁ ବିଶ୍ୱଜିତ କଟୁରୀରେ ହାଣିଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନେବାବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଗତକାଲି ଜଟଣୀ ପୋଲିସ୍ ବିଶ୍ୱଜିତକୁ  ଗିରଫ କରିଛି।  ଗିରଫ ପରେ ପୋଲିସ୍  ହତ୍ୟାର କାରଣ  ନେଇ ବିଶ୍ୱଜିତକୁ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story