ଜୟପୁର: ୩ ଲୁଟେରା ଗିରଫ, ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ

ଜୟପୁର: ଜାତୀୟ ରାଜପଥ ୨୬ରେ ଡକାୟତ କରିବାକୁ ଯୋଜନା କରୁଥିବା ବେଳେ ତିନି ଲୁଟେରାଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ୍। ସେମାନଙ୍କଠାରୁ ଗୋଟିଏ ବୋଲେରୋ, ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି, ୬ଟି ମୋବାଇଲ, ୨ଟି ଛୁରୀ ଓ ୨ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକମାନଙ୍କ ମଧ୍ୟରୁ ଦୁଇ ଜଣ କୋରାପୁଟ ଜିଲ୍ଲା ଜଲାପୁଟର ହୋଇଥିବା ବେଳେ ଆଉ ଜଣେ ଜୟପୁର ସହରର। ଆଜି ଜୟପୁର ସଦର […]

3-lootera

3-lootera

Rakesh Mallick
  • Published: Sunday, 29 May 2016
  • Updated: 29 May 2016, 10:47 AM IST

Sports

Latest News

3-looteraଜୟପୁର: ଜାତୀୟ ରାଜପଥ ୨୬ରେ ଡକାୟତ କରିବାକୁ ଯୋଜନା କରୁଥିବା ବେଳେ ତିନି ଲୁଟେରାଙ୍କୁ ଗିରଫ କରିଛି ଜୟପୁର ସଦର ପୋଲିସ୍। ସେମାନଙ୍କଠାରୁ ଗୋଟିଏ ବୋଲେରୋ, ପିସ୍ତଲ, ୫ ରାଉଣ୍ଡ ଅଫୁଟା ଗୁଳି, ୬ଟି ମୋବାଇଲ, ୨ଟି ଛୁରୀ ଓ ୨ଲକ୍ଷ ୫୦ହଜାର ଟଙ୍କା ଜବତ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗିରଫ ଯୁବକମାନଙ୍କ ମଧ୍ୟରୁ ଦୁଇ ଜଣ କୋରାପୁଟ ଜିଲ୍ଲା ଜଲାପୁଟର ହୋଇଥିବା ବେଳେ ଆଉ ଜଣେ ଜୟପୁର ସହରର।

ଆଜି ଜୟପୁର ସଦର ଥାନାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଏସଡିପିଓ ରାଜେନ୍ଦ୍ର ସେନାପତି କହିଥିଲେ,“ଗତକାଲି ରାତିରେ ଛତିଶଗଡ଼ର କିଛି ଲୋକ ଏକ ବୋଲେରୋ ଗଞ୍ଜେଇ ନେଇ ଯାଉଥିବା ବେଳେ ଉମୁରି ନିକଟରେ ଏହି ତିନି ଲୁଟେରା ଅନ୍ୟ ସାଥୀମାନଙ୍କ ସହିତ ମିଶି ସେମାନଙ୍କୁ ଅଟକାଇ ୫ଲକ୍ଷ ଟଙ୍କା ଦେବାକୁ ଦାବି କରି ଥିଲେ। ତେବେ ସେମାନେ ୨.୫୦ ଲକ୍ଷ ଟଙ୍କା ଦେଇ ଚାଲି ଯାଇଥିଲେ। ପରେ ଆଉ ଏକ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ୍ ଖବର ପାଇ ସେଠାରେ ପହଞ୍ଚିଥିଲା ଓ ୩ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଆଉ ୫ରୁ ଅଧିକ ଡକାୟତ ଫେରାର ହୋଇଯିବାରେ ସଫଳ ହୋଇଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story