ଖୋର୍ଦ୍ଧା: ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଗୁଳିମାଡ଼, ଜଣେ ଆହତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଆଜି ଗୁଳିକାଣ୍ଡ ଘଟିଛି। ଏଥିରେ ପୁରୀ ଜିଲ୍ଲା ମନ୍ଦାରବସ୍ତ କଣ୍ଟାବଣିଆ ଗାଁର କେଦାରନାଥ ରଣଜିତ୍‌ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଛି। କେଦାରନାଥ ଝିଅକୁ ବାଇକ୍‌ରେ ନେଇ ଭୁବନେଶ୍ୱର ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

firing

firing

Rakesh Mallick
  • Published: Monday, 20 June 2016
  • Updated: 20 June 2016, 11:42 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଶିଳ୍ପାଞ୍ଚଳ ଫାଣ୍ଡି ନିକଟରେ ଆଜି ଗୁଳିକାଣ୍ଡ ଘଟିଛି। ଏଥିରେ ପୁରୀ ଜିଲ୍ଲା ମନ୍ଦାରବସ୍ତ କଣ୍ଟାବଣିଆ ଗାଁର କେଦାରନାଥ ରଣଜିତ୍‌ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଛି। କେଦାରନାଥ ଝିଅକୁ ବାଇକ୍‌ରେ ନେଇ ଭୁବନେଶ୍ୱର ଯାଉଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos