ଖୋର୍ଦ୍ଧା: ପଥରରେ ଛେଚି କ୍ରସର ମାଲିକଙ୍କୁ ହତ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଦଧିମାଛ ଗାଡ଼ିଆରେ କ୍ରସର ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ କ୍ରସର ମାଲିକ ନାଁ ସୁଜିତ ବିଶ୍ୱାଳ। ଗତକାଲି ସୁଜିତ୍‌ଙ୍କ ସହ ସନ୍ତୋଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ବାଇକରେ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଏକ କାର୍‌ ଆସି ହଠାତ୍ ଏମାନଙ୍କ ଗାଡି ଆଗରେ ରହିଥିଲା। ଫଳରେ ବାଇକରେ କାର୍ ଡୋର୍ ବାଜି ଉଭୟେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ସୁଜିତ୍‌ଙ୍କୁ ପଥରରେ ଛେଚି ହତ୍ୟା କରିଥିବା ବେଳେ ସନ୍ତୋଷ […]

hotya-khurdh

hotya-khurdh

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 06:58 AM IST

Sports

Latest News

ଖୋର୍ଦ୍ଧା: ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଦଧିମାଛ ଗାଡ଼ିଆରେ କ୍ରସର ମାଲିକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତ କ୍ରସର ମାଲିକ ନାଁ ସୁଜିତ ବିଶ୍ୱାଳ। ଗତକାଲି ସୁଜିତ୍‌ଙ୍କ ସହ ସନ୍ତୋଷ ପ୍ରଧାନ ନାମକ ଜଣେ ବ୍ୟକ୍ତି ବାଇକରେ ଫେରୁଥିବା ବେଳେ ଗାଁ ମୁଣ୍ଡରେ ଏକ କାର୍‌ ଆସି ହଠାତ୍ ଏମାନଙ୍କ ଗାଡି ଆଗରେ ରହିଥିଲା। ଫଳରେ ବାଇକରେ କାର୍ ଡୋର୍ ବାଜି ଉଭୟେ ପଡ଼ିଯାଇଥିଲେ। ଦୁର୍ବୃତ୍ତମାନେ ସେଠାରେ ସୁଜିତ୍‌ଙ୍କୁ ପଥରରେ ଛେଚି ହତ୍ୟା କରିଥିବା ବେଳେ ସନ୍ତୋଷ ଖସି ପଳାଇଥିଲେ।

ବିଳମ୍ୱିତ ରାତିରେ  ସୁଜିତ୍‌ ରାସ୍ତାରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ୍ ଏ ନେଇ ଜଦନ୍ତ ଜାରି ରଖିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଜିତ୍‌ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story