ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗ ଠାବ, ୩ ଗିରଫ, ୩୦ ମୋବାଇଲ୍‌ ଜବତ

କଟକ: କଟକ ଚାଉଳିଆଗଞ୍ଜ ପୋଲିସ ଆଜି ଏକ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୩୦ଟି ମୋବାଇଲ୍‌ ଓ ମେମୋରୀକାର୍ଡ ଜବତ କରିଛି କମିଶନରେଟ ପୋଲିସ। ଏହି ଗ୍ୟାଙ୍ଗ କଟକ, ଜଗତସିଂହପୁର ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ତାଙ୍କର ନେଟୱାର୍କ ଚଲାଇଥିଲେ । ଗତ ୭ ତାରିଖରେ କଟକ ନୂଆବଜାର ଅଞ୍ଚଳରୁ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଏହି […]

lootera

lootera

Rakesh Mallick
  • Published: Monday, 27 June 2016
  • Updated: 27 June 2016, 06:11 PM IST

Sports

Latest News

କଟକ: କଟକ ଚାଉଳିଆଗଞ୍ଜ ପୋଲିସ ଆଜି ଏକ ଆନ୍ତଃରାଜ୍ୟ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି। ଏହି ଗ୍ୟାଙ୍ଗର ୩ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୩୦ଟି ମୋବାଇଲ୍‌ ଓ ମେମୋରୀକାର୍ଡ ଜବତ କରିଛି କମିଶନରେଟ ପୋଲିସ।

ଏହି ଗ୍ୟାଙ୍ଗ କଟକ, ଜଗତସିଂହପୁର ଓ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ତାଙ୍କର ନେଟୱାର୍କ ଚଲାଇଥିଲେ । ଗତ ୭ ତାରିଖରେ କଟକ ନୂଆବଜାର ଅଞ୍ଚଳରୁ ଏକ ମୋବାଇଲ ଦୋକାନରୁ ଚୋରି ହୋଇଥିଲା। ଏହି ଲୁଟେରାମାନେ ସେହି ଚୋରିରେ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି। ତା’ଛଡା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story