ମାଲକାନଗିରି: ମଦ ନ ପିଇବାରୁ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା  କାଲିମେଳା ଥାନା ଅନ୍ତର୍ଗତ କୁରୁକୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପଦିଆ ପଡ଼ିଆମୀ ନିସାଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ରରେ ତା’ ପରିବାରର ୩ ଜଣଙ୍କୁ ଆକ୍ରମଣ କରିଛି। ଫଳରେ ତା’ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ୨ ଝିଅ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ପଦିଆ ପଡ଼ିଆମୀ ଫେରାର ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ପଦିଆ ନିସାଶକ୍ତ ଅବସ୍ଥାରେ ଆସି […]

hotya

hotya

Rakesh Mallick
  • Published: Friday, 22 April 2016
  • Updated: 23 April 2016, 04:13 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା  କାଲିମେଳା ଥାନା ଅନ୍ତର୍ଗତ କୁରୁକୁଣ୍ଡି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ପଦିଆ ପଡ଼ିଆମୀ ନିସାଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ରରେ ତା’ ପରିବାରର ୩ ଜଣଙ୍କୁ ଆକ୍ରମଣ କରିଛି। ଫଳରେ ତା’ ସ୍ତ୍ରୀର ମୃତ୍ୟୁ ଘଟିଥିବା ବେଳେ ୨ ଝିଅ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ପଦିଆ ପଡ଼ିଆମୀ ଫେରାର ହୋଇଯାଇଛି।

ଗତକାଲି ସନ୍ଧ୍ୟାରେ ପଦିଆ ନିସାଶକ୍ତ ଅବସ୍ଥାରେ ଆସି ନିଜ ସ୍ତ୍ରୀକୁ ମଦ ପିଇବାକୁ ବାଧ୍ୟ କରି ଥିଲା। ତେବେ ସେ ମଦ ନ ପିଇବାରୁ ପଦିଆ ଏଭଳି କାଣ୍ଡ ଘଟାଇଥିବା ଗାଁ ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story