ନବଦିଗନ୍ତ ଚିଟଫଣ୍ଡ ଠକେଇ : ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସଂସଦରେ ବଜେଟ ଅଧିବେଶନରେ ଯୋଗ ଦେବା ଲାଗି ସୁପ୍ରିମକୋର୍ଟରେ  ଜାମିନ  ଅବେଦନ କରିଥିଲେ ହାଁସଦା। ଗତ ୨୦୧୪ ମସିହା ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ଅଭିଯୋଗରେ ରାମଚନ୍ଦ୍ର ହାଂସଦାଙ୍କୁ ସିବିଆଇ ଗିରଫ କରିଥିଲା।  ସେବେଠାରୁ ହାଁସଦା ବିଚାରବିଭାଗୀୟ ହାଜତରେ ଅଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଜାମିନ ଆବେଦନକୁ […]

BJD_MP_Ramchandra_Hansda_

BJD_MP_Ramchandra_Hansda_

Rakesh Mallick
  • Published: Monday, 25 April 2016
  • Updated: 25 April 2016, 03:23 PM IST

Sports

Latest News

ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ଜାମିନ ଆବେଦନ ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି। ସଂସଦରେ ବଜେଟ ଅଧିବେଶନରେ ଯୋଗ ଦେବା ଲାଗି ସୁପ୍ରିମକୋର୍ଟରେ  ଜାମିନ  ଅବେଦନ କରିଥିଲେ ହାଁସଦା।

ଗତ ୨୦୧୪ ମସିହା ନଭେମ୍ବର ୪ ତାରିଖରେ ନବଦିଗନ୍ତ ଚିଟଫଣ୍ଡ ଠକେଇ ଅଭିଯୋଗରେ ରାମଚନ୍ଦ୍ର ହାଂସଦାଙ୍କୁ ସିବିଆଇ ଗିରଫ କରିଥିଲା।  ସେବେଠାରୁ ହାଁସଦା ବିଚାରବିଭାଗୀୟ ହାଜତରେ ଅଛନ୍ତି। ପୂର୍ବରୁ ମଧ୍ୟ ତାଙ୍କ ଜାମିନ ଆବେଦନକୁ ଅଦାଲତ ଖାରଜ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story