ନୟାଗଡ଼: ପରିତ୍ୟକ୍ତ କୂଅରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଶୁଭମ୍‌ ମାର୍ଥା। ସେ ଗତ ୨୬ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକେ ରଣପୁର ଥାନାରେ ଅଭିଯୋଗ କରିଥିଲେ। ଗତକାଲି ନରସିଂହପୁର ଗାଁର ଏକ ମଠକୂଅରୁ ଶୁଭମ୍‌ର ମୃତଦେହ ଉଦ୍ଧାର […]

ranpu

ranpu

Rakesh Mallick
  • Published: Sunday, 29 January 2017
  • Updated: 29 January 2017, 08:46 AM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ଥିବା ଏକ ପରିତ୍ୟକ୍ତ କୂଅରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣଙ୍କ ହେଲେ ଶୁଭମ୍‌ ମାର୍ଥା। ସେ ଗତ ୨୬ ତାରିଖରୁ ନିଖୋଜ ଥିବା ନେଇ ପରିବାର ଲୋକେ ରଣପୁର ଥାନାରେ ଅଭିଯୋଗ କରିଥିଲେ।

ଗତକାଲି ନରସିଂହପୁର ଗାଁର ଏକ ମଠକୂଅରୁ ଶୁଭମ୍‌ର ମୃତଦେହ ଉଦ୍ଧାର କରାଯାଇଥିଲା।

ହତ୍ୟାକାରୀର ଗିରଫ ଦାବିରେ ସ୍ଥାନୀୟ ଲୋକେ ରଣପୁର ଥାନା ଆଗରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story