ନୀଳଗିରି: ୫ ଶିକାରୀ ଗିରଫ, ୨ ବନ୍ଧୁକ ଜବତ

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଛି କୁଲାଡ଼ିହା ବନ ବିଭାଗ। ଜଡ଼ଚୁଆରୁ ବାର୍‌ହା ମାଂସ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ତେଣ୍ଡାରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୨ଟି ଗୁରାଣ୍ଡି, ଗୋଟିଏ ମାଲୁଆ ଓ ୨ଟି ବନ୍ଧୁକ ଜବତ କରାଯାଇଛି।

kuldiha-hunter

kuldiha-hunter

Rakesh Mallick
  • Published: Saturday, 11 June 2016
  • Updated: 11 June 2016, 12:52 PM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟର ଭିନ୍ନ ଭିନ୍ନ ଅଞ୍ଚଳରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଛି କୁଲାଡ଼ିହା ବନ ବିଭାଗ। ଜଡ଼ଚୁଆରୁ ବାର୍‌ହା ମାଂସ ସହିତ ୩ ଜଣଙ୍କୁ ଗିରଫ କରାଯାଇଛି। ତେଣ୍ଡାରୁ ୨ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ୨ଟି ଗୁରାଣ୍ଡି, ଗୋଟିଏ ମାଲୁଆ ଓ ୨ଟି ବନ୍ଧୁକ ଜବତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos