ପାଟକୁରା: ଦାଦାବଟି ଦାବିରେ ନଦୀବନ୍ଧ କାମ ସ୍ଥଳରେ ବୋମାମାଡ଼

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ହରିଦାସପୁର ଗାଁ ନିକଟରେ ଚିତ୍ରୋତ୍ପଳା ନଦୀବନ୍ଧ ଓ ପଠାରେ ପଥର ପ୍ୟାକିଂ କାମ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ବୋମାମାଡ଼ ଯୋଗୁଁ ଗୋଟିଏ ଜେସିବି ଓ ଟ୍ରକ୍‌ର କାଚ ଭାଙ୍ଗି ଯାଇଛି। ଦୁର୍ବୃତ୍ତମାନେ ଯିବା ବେଳେ ଠିକାଦାରଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଘଟଣା ସ୍ଥଳରେ ଉପସ୍ଥିତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଧମକ ଦେଇ ଯାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। […]

patkula-boming

patkula-boming

Rakesh Mallick
  • Published: Monday, 16 May 2016
  • Updated: 16 May 2016, 11:34 AM IST

Sports

Latest News

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ହରିଦାସପୁର ଗାଁ ନିକଟରେ ଚିତ୍ରୋତ୍ପଳା ନଦୀବନ୍ଧ ଓ ପଠାରେ ପଥର ପ୍ୟାକିଂ କାମ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ବୋମାମାଡ କରିଛନ୍ତି। ବୋମାମାଡ଼ ଯୋଗୁଁ ଗୋଟିଏ ଜେସିବି ଓ ଟ୍ରକ୍‌ର କାଚ ଭାଙ୍ଗି ଯାଇଛି। ଦୁର୍ବୃତ୍ତମାନେ ଯିବା ବେଳେ ଠିକାଦାରଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ ଘଟଣା ସ୍ଥଳରେ ଉପସ୍ଥିତ ଟ୍ରକ ଡ୍ରାଇଭର ଓ ହେଲପରଙ୍କୁ ଧମକ ଦେଇ ଯାଇଛନ୍ତି। ଏହି ଘଟଣା ପରେ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଖବର ପାଇ ପାଟକୁରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଗତ ମାର୍ଚ୍ଚ ୨୯ ତାରିଖରେ ଭୂସ୍ଖଳନ ଯୋଗୁଁ ପାଟକୁରା-ହଳଦିଆଗଡ଼ା ମୁଖ୍ୟରାସ୍ତା ସହ ନଦୀପଠାର ପ୍ରାୟ ୩୦୦ ପୁଟ ଲମ୍ବ, ୫୦ ଫୁଟ ଓସାର ଓ ୩୦ ଫୁଟ୍‌ ଗଭୀରର ମାଟି ଧସି ଯାଇଥିଲା। ଏହାସହ ମୁଖ୍ୟରାସ୍ତାର ୮୦ ଭାଗ ପିଚୁ ମଧ୍ୟ ନଦୀ ମଧ୍ୟକୁ ଧସି ଯାଇଥିଲା। ଜଳ ସମ୍ପଦ ବିଭାଗ ପକ୍ଷରୁ ଏହାର କାମ ଠିକାଦାର ବିଜୟ ରାଉତଙ୍କୁ ଦିଆଯାଇଥିଲା। ବିଜୟ ନଦୀବନ୍ଧ ଓ ପଠାରେ ପଥର ପ୍ୟାକିଂ କାମ ଚଳାଇଥିବା ବେଳେ ଆଜି ସକାଳ ପ୍ରାୟ ୬ଟାରେ ଦୁର୍ବୃତ୍ତମାନେ ଆସି ବୋମାମାଡ଼ କରିବା ସହ ଟଙ୍କା ଦେବାକୁ ଧମକ ଦେଇଛନ୍ତି। ଟଙ୍କା ନ ମିଳିଲେ ପରିସ୍ଥିତି ଆହୁରି ଭୟଙ୍କର ହେବ ବୋଲି ସେମାନେ କହିଛନ୍ତି।

ଏ ନେଇ ଠିକାଦାରଙ୍କ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମାରେ ବ୍ୟବହୃତ ସୂତୁଲି, ଲୁହା କଣ୍ଟା ଓ ଭଙ୍ଗା କାଚ ଜବତ କରି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story