ପାଟଣାଗଡ: ଗାଡି ସହ ୪୫ ବସ୍ତା ମହୁଲ ଫୁଲ ଜବତ, ଜଣେ ଗିରଫ

ପାଟଣାଗଡ଼: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ନିକଟସ୍ଥ ପୋଡମୁଣ୍ଡ ଗ୍ରାମ ସ୍କୁଲ ନିକଟରେ ଏକ ପିକ୍‌ଅପ‌ ଭ୍ୟାନ (ଓଆର ୦୩ ଏଚ ୦୦୯୫)ରେ ବେଆଇନ ଭାବେ ଯାଉଥିବା ୪୫ ବସ୍ତା ମହୁଲ ଫୁଲ ଅବକାରୀ ବିଭାଗ ଜବତ କରିଛି। ବେଆଇନ ଭାବେ ଏହି ମହୁଲ ଫୁଲ ଚାଲାଣ କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଗାଡିରେ କିଛି […]

patanagard arrested

patanagard arrested

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 04:29 PM IST

Sports

Latest News

ପାଟଣାଗଡ଼: ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଗଡଶଙ୍କର ଡୁଙ୍ଗୁରିପାଲି ନିକଟସ୍ଥ ପୋଡମୁଣ୍ଡ ଗ୍ରାମ ସ୍କୁଲ ନିକଟରେ ଏକ ପିକ୍‌ଅପ‌ ଭ୍ୟାନ (ଓଆର ୦୩ ଏଚ ୦୦୯୫)ରେ ବେଆଇନ ଭାବେ ଯାଉଥିବା ୪୫ ବସ୍ତା ମହୁଲ ଫୁଲ ଅବକାରୀ ବିଭାଗ ଜବତ କରିଛି। ବେଆଇନ ଭାବେ ଏହି ମହୁଲ ଫୁଲ ଚାଲାଣ କରୁଥିବା ଅଭିଯୋଗରେ ଅବକାରୀ ବିଭାଗ ଗାଡି ଚାଳକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଂ କରାଯାଉଥିବା ବେଳେ ଗାଡିରେ କିଛି ବସ୍ତା ଥିବା ଦେଖି ସନ୍ଦେହ ଅଟକ ରଖି ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡି ଚାଳକ ସତ୍ୟ ବାଗ୍‌ ମହୁଲ ଫୁଲ ସମ୍ପର୍କୀତ ଆବଶ୍ୟକ କାଗଜପତ୍ର ଦେଖାଇ ନ ପାରିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ସବ୍‌ ଇନ୍ସପେକ୍ଟର ଉଦେଲାଲ ନାଏକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story