ପୁରୀ: ସୁଦର୍ଶନ ନଗର କ୍ଲବ୍ ଘରୁ ୨ଟି ବନ୍ଧୁକ ଓ ଖଣ୍ଡା ଜବତ

ପୁରୀ: ପୁରୀର ସୁଦର୍ଶନ ନଗରରେ ଥିବା ଏକ କ୍ଲବ୍‌ ଘରୁ ଆଜି ପୋଲିସ୍ ୨ଟି ବନ୍ଧୁକ ଓ ୩ଟି ଖଣ୍ଡା ଜବତ କରିଛି। ସ୍ପେଶାଲ୍ ସ୍କାର୍ଡ ଓ କୁମ୍ଭାରପଡ଼ା ପୋଲିସ୍ ମିଳିତ ଭାବେ ଚଢ଼ାଉ କରି ଏହି ମାରଣାସ୍ତ୍ର ଜବତ କରିଛନ୍ତି। ଭୁଜାଲି, ଖଣ୍ଡା, ଶାବଳ ସହ ଗନ୍‌ ପାଉଡର୍‌ ମଧ୍ୟ ଜବତ ହୋଇଛି। ସେହିପରି ୭ଟି ମଙ୍କି କ୍ୟାପ୍‌ ସହ ଚିଲିପାଉଡର୍‌ ମଧ୍ୟ ଜବତ ହୋଇଛି। ଗତକାଲି ଏହି କ୍ଲବ୍ ପରିସରକୁ ବାଲିଉପର ସାହିର କିଛି ଦୁର୍ବୃତ୍ତ […]

puri

puri

Rakesh Mallick
  • Published: Friday, 01 April 2016
  • Updated: 01 April 2016, 11:44 AM IST

Sports

Latest News

ପୁରୀ: ପୁରୀର ସୁଦର୍ଶନ ନଗରରେ ଥିବା ଏକ କ୍ଲବ୍‌ ଘରୁ ଆଜି ପୋଲିସ୍ ୨ଟି ବନ୍ଧୁକ ଓ ୩ଟି ଖଣ୍ଡା ଜବତ କରିଛି। ସ୍ପେଶାଲ୍ ସ୍କାର୍ଡ ଓ କୁମ୍ଭାରପଡ଼ା ପୋଲିସ୍ ମିଳିତ ଭାବେ ଚଢ଼ାଉ କରି ଏହି ମାରଣାସ୍ତ୍ର ଜବତ କରିଛନ୍ତି। ଭୁଜାଲି, ଖଣ୍ଡା, ଶାବଳ ସହ ଗନ୍‌ ପାଉଡର୍‌ ମଧ୍ୟ ଜବତ ହୋଇଛି। ସେହିପରି ୭ଟି ମଙ୍କି କ୍ୟାପ୍‌ ସହ ଚିଲିପାଉଡର୍‌ ମଧ୍ୟ ଜବତ ହୋଇଛି।

ଗତକାଲି ଏହି କ୍ଲବ୍ ପରିସରକୁ ବାଲିଉପର ସାହିର କିଛି ଦୁର୍ବୃତ୍ତ ଆସି ଭଙ୍ଗାରୁଜା କରିଥିଲେ। ଏହି ଘଟଣାରେ ଆନନ୍ଦ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଏହି ଘଟଣା ସଂପର୍କରେ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା।

କ୍ଲବ୍‌ର କୌଣସି ସଦସ୍ୟ ମାରଣାସ୍ତ୍ର ରଖି ନ ଥିଲେ ବରଂ ଦୁର୍ବୃର୍ତ୍ତମାନେ ସେଗୁଡ଼ିକୁ ଫିଙ୍ଗି ଦେଇ ଚାଲିଯାଇଥିଲେ ବୋଲି କ୍ଲବ୍‌ର ଜଣେ ସଦସ୍ୟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story