ପୁରୀ: ପଟ୍ଟନାୟକିଆ ଛକରେ ଗୁଳିମାଡ଼ ଘଟଣାରେ ୩ ଅଟକ

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଗୁଳିକାଣ୍ଡ ଘଟଣାରେ ପୋଲିସ୍ ୩ ଜଣଙ୍କୁ ରଖିଛି । ତିନି ଅଟକଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତରା ଲକ୍ଷ୍ମୀନାରାୟଣପୁର ମନୋଜ ସାହୁ ବୋଲି ଜଣାପଡ଼ିଛି । ମନୋଜ ପଟ୍ଟନାୟକିଆ ଛକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ।  ତା’ଠାରୁ ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ବାଇକ ଜବତ କରାଯାଇଛି ବୋଲି  ପୁରୀ  ଏସପି  କହିଛନ୍ତି। ସେ ଆହୁରି  କହିଛନ୍ତି, “ ତିନି ଅଟକ ମଧ୍ୟରୁ ଦୁଇ ଜଣ ପୂର୍ବରୁ ପିପିଲି ଅଞ୍ଚଳରେ […]

pattanaikia

pattanaikia

Rakesh Mallick
  • Published: Thursday, 16 June 2016
  • Updated: 16 June 2016, 11:21 AM IST

Sports

Latest News

ପୁରୀ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଗୁଳିକାଣ୍ଡ ଘଟଣାରେ ପୋଲିସ୍ ୩ ଜଣଙ୍କୁ ରଖିଛି । ତିନି ଅଟକଙ୍କ ମଧ୍ୟରୁ ଜଣଙ୍କ ଘର ଉତ୍ତରା ଲକ୍ଷ୍ମୀନାରାୟଣପୁର ମନୋଜ ସାହୁ ବୋଲି ଜଣାପଡ଼ିଛି ।

ମନୋଜ ପଟ୍ଟନାୟକିଆ ଛକ ଗୁଳିକାଣ୍ଡର ମୁଖ୍ୟ ଅଭିଯୁକ୍ତ।  ତା’ଠାରୁ ହତ୍ୟାରେ ବ୍ୟବହୃତ ପିସ୍ତଲ ଓ ବାଇକ ଜବତ କରାଯାଇଛି ବୋଲି  ପୁରୀ  ଏସପି  କହିଛନ୍ତି।

ସେ ଆହୁରି  କହିଛନ୍ତି, “ ତିନି ଅଟକ ମଧ୍ୟରୁ ଦୁଇ ଜଣ ପୂର୍ବରୁ ପିପିଲି ଅଞ୍ଚଳରେ ଘଟିଥିବା ଲୁଟ ଘଟଣାରେ ସଂପୃକ୍ତ ଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ଏମାନେ କେନାଲ ପଟୁ ଆସି ଗୁଳିକାଣ୍ଡ ଭିଆଇଥିଲେ। ଏହି ଘଟଣାରେ ସଂପୃକ୍ତି  ଥିବା  ଆଉ ଦୁଇ ଜଣଙ୍କୁ ମଧ୍ୟ ଧରିବା ପାଇଁ  ଉଦ୍ୟମ ଜାରି ରହିଛି।”

ଗତ ୧୧ ତାରିଖରେ ପୋଲିସ୍  ଆହତ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସେମାନଙ୍କଠାରୁ ଡବଲ୍ ସିମ୍‌ ଥିବା ତିନିଟି ମୋବାଇଲ୍ ଜବତ  କରିଥିଲା ପୋଲିସ୍।

ଗତ ୧୦ ତାରିଖରେ  କେନ୍ଦ୍ରାପଡ଼ା ରାମଚନ୍ଦ୍ରପୁରପାଟଣା ଗାଁର ମନୋରଞ୍ଜନ ବେହେରା ଓ ଜଣେ ମହିଳାଙ୍କ ସହ ପୁରୀ ଯାଉଥିବା ବେଳେ ପଟ୍ଟନାୟକିଆ ଛକରେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ମନୋରଞ୍ଜନଙ୍କ ମୃତ୍ୟୁ ହୋଇଥିବା ବେଳେ  ମହିଳା ଜଣକ ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story