ପୁରୀ: ଯୁବକଙ୍କୁ ଗଳାକାଟି ହତ୍ୟା

ପୁରୀ: ପୁରୀ ଜିଲ୍ଲା ରେଳ ଷ୍ଟେସନ ଟିକେଟ୍ ଘର ସମ୍ମୁଖରେ ଆଜି ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସନାତନ ପାତ୍ର। ତାଙ୍କ ଘର ନୟାଗଡ ବାଉଁସିଆପଡା ଅଞ୍ଚଳର। ଟିକେଟ୍ ଘର ସମ୍ମୁଖରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସନାତନ ଏକ ବେକେରୀ ସଂସ୍ଥାରେ କାମ କରୁଥିଲେ। ପୁରୀ ରେଳ ଷ୍ଟେସନରେ ଅଞ୍ଚଳରେ ସେ ରହୁଥିଲେ। ସୂଚନା ଅନୂଯାୟୀ, ଆଜି ଭୋର ୪ଟା ସମୟରେ ପୁରୀ ରେଳଷ୍ଟେସନ ପାର୍ସଲ ଅଫିସ୍ […]

p0-

p0-

Rakesh Mallick
  • Published: Friday, 08 April 2016
  • Updated: 08 April 2016, 05:21 PM IST

Sports

Latest News

ପୁରୀ: ପୁରୀ ଜିଲ୍ଲା ରେଳ ଷ୍ଟେସନ ଟିକେଟ୍ ଘର ସମ୍ମୁଖରେ ଆଜି ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସନାତନ ପାତ୍ର। ତାଙ୍କ ଘର ନୟାଗଡ ବାଉଁସିଆପଡା ଅଞ୍ଚଳର। ଟିକେଟ୍ ଘର ସମ୍ମୁଖରେ ରକ୍ତାକ୍ତ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସନାତନ ଏକ ବେକେରୀ ସଂସ୍ଥାରେ କାମ କରୁଥିଲେ। ପୁରୀ ରେଳ ଷ୍ଟେସନରେ ଅଞ୍ଚଳରେ ସେ ରହୁଥିଲେ।

ସୂଚନା ଅନୂଯାୟୀ, ଆଜି ଭୋର ୪ଟା ସମୟରେ ପୁରୀ ରେଳଷ୍ଟେସନ ପାର୍ସଲ ଅଫିସ୍ କାର୍ଯ୍ୟାଳୟ ସମ୍ମୁଖରେ ଦୁର୍ବୃତ୍ତମାନେ ସନାତନଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଦୁର୍ବୃତ୍ତଙ୍କ ସହିତ ତାଙ୍କର ଧସ୍ତାଧସ୍ତି ହୋଇଥିଲା। ସନାତନଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ।

ଆରପିଏଫ ଭାରପ୍ରାପ୍ତ ଅଧିକାରୀ ପି.କେ ଭୋଇ କହିଛନ୍ତି, “ସନାତନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରେଳଷ୍ଟେସନ୍ ଟିକେଟ ଘର ସାମ୍ନାରେ ପଡ଼ିଥିଲେ। ରେଲୱେ ପୋଲିସର କର୍ମଚାରୀ ସନାତନକୁ  ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏହି ଘଟଣା ସର୍ମ୍ପକରେ ଜିଆରପି ପୋଲିସ୍‌କୁ  ଜଣାଯାଇଥିଲା। ସାଇଣ୍ଟିଫିକ୍ ଟିମ୍ ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story