ଅପରାଧୀ ରବି ରାଓ ପୋଲିସ୍ ଏନ୍‌କାଉଣ୍ଟରରେ ଆହତ

କଟକ: କଟକ-ପୁରୀ ବାଇପାସ ନିକଟରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ରବିକୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି। ରବି ନାଁରେ  ଡକାୟତି ଓ ହତ୍ୟା ଉଦ୍ୟମ ଭଳି ମୋଟ ୭ଟି ମାମଲା ରହିଛି। ତା’ ଘର ଭୁବନେଶ୍ୱରର ୟୁନିଟ୍- ୩ […]

ancounter

ancounter

Rakesh Mallick
  • Published: Monday, 18 April 2016
  • Updated: 18 April 2016, 09:32 AM IST

Sports

Latest News

କଟକ: କଟକ-ପୁରୀ ବାଇପାସ ନିକଟରେ କମିଶନରେଟ୍‌ ପୋଲିସ୍‌ର ସ୍ପେଶାଲ୍ ସ୍କ୍ୱାର୍ଡର ଏନ୍‌କାଉଣ୍ଟରରେ ଅପରାଧୀ ରବି ରାଓ ଆହତ ହୋଇଛି। ରବିର ଡାହାଣ ଗୋଡ଼ ଆଣ୍ଠୁରେ ଗୁଳି ବାଜିଛି। ରବିକୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ଜବତ ହୋଇଛି।

ରବି ନାଁରେ  ଡକାୟତି ଓ ହତ୍ୟା ଉଦ୍ୟମ ଭଳି ମୋଟ ୭ଟି ମାମଲା ରହିଛି। ତା’ ଘର ଭୁବନେଶ୍ୱରର ୟୁନିଟ୍- ୩ ଅଞ୍ଚଳରେ। ରବି ରାଓ ପ୍ରଥମେ ପୋଲିସ୍‌ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା। ଜବାବରେ ପୋଲିସ୍‌ ମଧ୍ୟ ତା’ ଉପରକୁ ପାଲଟା ଗୁଳି ଚାଳନା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story