ଭୁବନେଶ୍ୱର: ଜୁଡୋ କୋଚ୍ ବିରଞ୍ଚି ଦାସ ହତ୍ୟା ମାମଲାରେ ଝାରପଡ଼ା ଜେଲରେ ସଜା କାଟୁଥିବା ରାଜା ଆଚାର୍ଯ୍ୟ ଶନିବାରଠାରୁ ମା’ଙ୍କ ଶ୍ରାଦ୍ଧବାର୍ଷିକୀରେ ଯୋଗ ଦେବା ପାଇଁ ୭ ଦିନିଆ ପାରୋଲରେ ଯାଇଛନ୍ତି। ଏନେଇ ଚଳିତ ମାସ ୨୧ ତାରିଖ ଯାଏଁ ଅନୁମତି ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟଙ୍କ ନିକଟରେ ରାଜାଙ୍କ ପକ୍ଷରୁ ଏନେଇ ଆବେଦନ କରାଯାଇଥିଲା। ଆଜି ସେ ଜେଲରୁ ଘରକୁ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।