ରମେଶ ଜେନା ଓ ମୁରଲୀକୁ ଦିନିକିଆ ରିମାଣ୍ଡରେ ନେଲା ପୋଲିସ୍

ବ୍ରହ୍ମପୁର: ବରିଷ୍ଠ କଂଗ୍ରେସ ନେତା ରମେଶ ଜେନା ଓ ତାଙ୍କ ସହଯୋଗୀ ମୁରଲୀଙ୍କୁ ଆଜି ପୋଲିସ୍ ଦିନିକିଆ ରିମାଣ୍ଡରେ ନେଇଛି। ଜମି ହଡ଼ପ ନେଇ ହୋଇଥିବା ମାମଲାରେ ଅଧିକ ପଚରାଉଚରା ପାଇଁ ସଦର ଥାନା ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇଛି। ଅନ୍ୟପକ୍ଷରେ ନିମଖଣ୍ଡି ରାଧେଶ୍ୟାମ ମଠର  ୫ ଏକର ଜମି ହଡ଼ପ ନେଇ ରମେଶ ଜେନା ଓ ତାଙ୍କର ସହଯୋଗୀ ମୁରଲୀଙ୍କ ନାଁରେ ଆଉ ଏକ  ମାମଲା ରୁଜୁ ହୋଇଛି। ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ କହିଛନ୍ତି,“ରମେଶ […]

ramesh jena

ramesh jena

Rakesh Mallick
  • Published: Tuesday, 26 April 2016
  • Updated: 26 April 2016, 09:54 AM IST

Sports

Latest News

ବ୍ରହ୍ମପୁର: ବରିଷ୍ଠ କଂଗ୍ରେସ ନେତା ରମେଶ ଜେନା ଓ ତାଙ୍କ ସହଯୋଗୀ ମୁରଲୀଙ୍କୁ ଆଜି ପୋଲିସ୍ ଦିନିକିଆ ରିମାଣ୍ଡରେ ନେଇଛି। ଜମି ହଡ଼ପ ନେଇ ହୋଇଥିବା ମାମଲାରେ ଅଧିକ ପଚରାଉଚରା ପାଇଁ ସଦର ଥାନା ପୋଲିସ୍‌ ତାଙ୍କୁ ରିମାଣ୍ଡରେ ନେଇଛି।

ଅନ୍ୟପକ୍ଷରେ ନିମଖଣ୍ଡି ରାଧେଶ୍ୟାମ ମଠର  ୫ ଏକର ଜମି ହଡ଼ପ ନେଇ ରମେଶ ଜେନା ଓ ତାଙ୍କର ସହଯୋଗୀ ମୁରଲୀଙ୍କ ନାଁରେ ଆଉ ଏକ  ମାମଲା ରୁଜୁ ହୋଇଛି।

ବ୍ରହ୍ମପୁର ଏସ୍‌ପି ଆଶିଷ ସିଂ କହିଛନ୍ତି,“ରମେଶ ଜେନାଙ୍କ ବିରୋଧରେ ଦୁଇଟି ଗୁରୁତର ଅଭିଯୋଗ ଆସିଛି। ନିମଖଣ୍ଡି ଅଞ୍ଚଳରେ ଥିବା ରାଧେଶ୍ୟାମ ମଠ ଜମିକୁ ସେ ଜୋରଜବରଦସ୍ତ ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ସେହିପରି ବ୍ରହ୍ମପୁର ଗେଟ୍‌ ବଜାରରେ ଥିବା ମା’ କୁଠାରୀ ଠାକୁରାଣୀ ମନ୍ଦିରର ଟ୍ରଷ୍ଟି ରମେଶ ଜେନା ଓ ତାଙ୍କ ବାପା ଓ ମୁରଲୀ ନାଁରେ ଅଭିଯୋଗ କରିଛନ୍ତି। ମନ୍ଦିରର ହୁଣ୍ଡି ଓ ପରିଚାଳନା ଦାୟିତ୍ୱ ନିଜ ଅକ୍ତିଆରକୁ ନେଇ ଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରିବା ପାଇଁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି।”

ଏପର୍ଯ୍ୟନ୍ତ ରମେଶଙ୍କ ବିରୋଧରେ ବ୍ରହ୍ମପୁର ପୋଲିସ୍ ଜିଲ୍ଲାରେ ୨୨ଟି ଓ ଗଞ୍ଜାମ ଜିଲ୍ଲାରେ ୩ଟି ମାମଲା ରୁଜୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story