ରମେଶ ଜେନାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଅନୁମତି

ବ୍ରହ୍ମପୁର: ବେଆଇନ୍ ଜମି ବ୍ୟବସାୟ କାରବାରର ଛାନ୍‌ଭିନ୍‌ କରିବାକୁ ରମେଶ ଜେନାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଆଜି ଅନୁମତି ଦେଇଛନ୍ତି। ରମେଶଙ୍କୁ ଗିରଫ କରିବାର ଏକ ମାସ ବିତିଥିବା ବେଳେ ଏକାଧିକ ଥର ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଛି। ଏହି ସମୟ ମଧ୍ୟରେ ରମେଶଙ୍କ ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ଖୁଲାସା କରିବାରେ ବ୍ରହ୍ମପୁର ତଥା ଗଞ୍ଜ।ମ ପୋଲିସକୁ ବେଶ୍ ସଫଳତା ମିଳିଛି। ମାସକ ମଧ୍ୟରେ ପୋଲିସ ରମେଶ […]

ramesh jena

ramesh jena

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 05:26 PM IST

ବ୍ରହ୍ମପୁର: ବେଆଇନ୍ ଜମି ବ୍ୟବସାୟ କାରବାରର ଛାନ୍‌ଭିନ୍‌ କରିବାକୁ ରମେଶ ଜେନାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ପୋଲିସକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ ଆଜି ଅନୁମତି ଦେଇଛନ୍ତି। ରମେଶଙ୍କୁ ଗିରଫ କରିବାର ଏକ ମାସ ବିତିଥିବା ବେଳେ ଏକାଧିକ ଥର ତାଙ୍କୁ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଛି। ଏହି ସମୟ ମଧ୍ୟରେ ରମେଶଙ୍କ ଅପରାଧିକ ସାମ୍ରାଜ୍ୟ ସମ୍ପର୍କରେ ଖୁଲାସା କରିବାରେ ବ୍ରହ୍ମପୁର ତଥା ଗଞ୍ଜ।ମ ପୋଲିସକୁ ବେଶ୍ ସଫଳତା ମିଳିଛି।

ମାସକ ମଧ୍ୟରେ ପୋଲିସ ରମେଶ ଓ ତାଙ୍କ ସହଯୋଗୀ ବ୍ୟବହାର କରୁଥିବା ୨୫ରୁ ଅଧିକ ଦାମୀ ଗାଡ଼ି ଜବତ କରିବା ସହ ଜମି ସଂକ୍ରାନ୍ତରେ ବହୁ କାଗଜପତ୍ର, ଟଙ୍କା ଓ ଘର ଜବତ କରିଛି। ତାଙ୍କ ସହ ସର୍ମ୍ପକ ଥିବା ୧୯ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିବା ବେଳେ ୧୦ଟି ପିସ୍ତଲ ଜବତ ହୋଇଛି। ଅନ୍ୟପଟେ ସ୍ପେଶାଲ୍ ଡ୍ରାଇଭ୍ ଜରିଆରେ ପୋଲିସ ୧୨୪ଜଣ ଦୁର୍ଦ୍ଦାନ୍ତ ଅପରାଧୀ, ବେଆଇନ ମଦ କାରବାରରେ ୧୦୫ ଜଣ, ଏନବିଡବ୍ଲ୍ୟୁ ବଳରେ ୩୧୮ ଜଣଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ୧୯ଟି ପିସ୍ତଲ, ଗୁଳି, ବୋମା  ଆଦି ଜବତ କରାଯାଇଛି। ଏହାସହ ରମେଶ ଜେନାଙ୍କ ବିରୋଧରେ ବେଆଇନ ମଦ କାରବାର, ଦାଦାବଟି ଆଦାୟ, ଜମି ହଡ଼ପ, ହତ୍ୟା ଓ ହତ୍ୟା ଉଦ୍ୟମ ପରି ୧୫ଟି ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ଏବେ ପୋଲିସ  ରମେଶଙ୍କ ସହ ଲିଙ୍କ୍ ଥିବା ୫ଜଣ ବିଲ୍ଡରଙ୍କୁ ଚିହ୍ନଟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story