ରାୟଗଡ଼ା: ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ  

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ବ୍ଲକ କଲ୍ୟାଣସିଂହପୁର ଧୋବାତୁଠ ନିକଟ ଜଙ୍ଗଲରୁ  ଜଣେ ଯୁବକଙ୍କ ମୃତ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶଶିଧର ପୂଜାରୀ। ଶଶିଧର ୪ଟି ସନ୍ତାନ ସହ କଲ୍ୟାଣସିଂହପୁରସ୍ଥ ଲମ୍ବତା ସାହିରେ ନିଜ ଶଶୁର ଘରେ ରୁହୁଥିଲେ। ଜାଳେଣି ସଂଗ୍ରହ ପାଇଁ ଗତକାଲି ସକାଳୁ ସେ ଜଙ୍ଗଲକୁ ଯାଇଥିଲେ। ଘରକୁ ଫେରିବାର ବିଳମ୍ବ ହେବାରୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଧୋବା ତୁଠ ନିକଟ କୁନଡୁରୁଧିପ ଜଙ୍ଗଲରେ ପଡ଼ିଥିବାର ପରିବାର ଲୋକେ ଦେଖିଥିଲେ। ଶଶିଙ୍କ […]

murder

murder

Rakesh Mallick
  • Published: Monday, 16 May 2016
  • Updated: 16 May 2016, 06:42 AM IST

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ସଦର ବ୍ଲକ କଲ୍ୟାଣସିଂହପୁର ଧୋବାତୁଠ ନିକଟ ଜଙ୍ଗଲରୁ  ଜଣେ ଯୁବକଙ୍କ ମୃତ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଶଶିଧର ପୂଜାରୀ।

ଶଶିଧର ୪ଟି ସନ୍ତାନ ସହ କଲ୍ୟାଣସିଂହପୁରସ୍ଥ ଲମ୍ବତା ସାହିରେ ନିଜ ଶଶୁର ଘରେ ରୁହୁଥିଲେ। ଜାଳେଣି ସଂଗ୍ରହ ପାଇଁ ଗତକାଲି ସକାଳୁ ସେ ଜଙ୍ଗଲକୁ ଯାଇଥିଲେ। ଘରକୁ ଫେରିବାର ବିଳମ୍ବ ହେବାରୁ ଖୋଜାଖୋଜି ପରେ ତାଙ୍କ ମୃତଦେହ ଧୋବା ତୁଠ ନିକଟ କୁନଡୁରୁଧିପ ଜଙ୍ଗଲରେ ପଡ଼ିଥିବାର ପରିବାର ଲୋକେ ଦେଖିଥିଲେ। ଶଶିଙ୍କ ଶରୀରରେ କ୍ଷତବିକ୍ଷତ ଚିହ୍ନ ରହିଥିବାରୁ ତାଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ସ୍ଥାନୀୟ ଥାନାରେ ଏତଲା ଦେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story