ସାଲେପୁର: ଆକ୍ରମଣ ଯୋଜନା ପଣ୍ଡ, ୫ ଗିରଫ, ବନ୍ଧୁକ ଜବତ

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଅଞ୍ଚଳରେ ଏକ ଆକ୍ରମଣ ଯୋଜନାକୁ ପୋଲିସ ପଣ୍ଡ କରି ଦେଇଛି। ଆକ୍ରମଣ ଯୋଜନା କରିଥିବା ଗ୍ୟାଙ୍ଗର ୫ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ, ୨ଟି ଦୌଡି, ୪ଟି ଛୁରି, ୨ଟି ହ୍ୟାଣ୍ଡ ଗ୍ଲୋବ୍ସ, ୫ଟି ମୋବାଇଲ୍ ଓ ସ୍କ୍ରୁ-ଡ୍ରାଇଭର୍ ଜବତ କରାଯାଇଛି। ଗତକାଲି ରାତିରେ ଏକ ସନ୍ଦେହ ଜନକ ଇଣ୍ଡିକା ପୋଲିସ୍ ନଜରକୁ ଆସିଥିଲା। ପାଟ୍ରୋଲିଂ ପୋଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ […]

5 arrested in salepur

5 arrested in salepur

Rakesh Mallick
  • Published: Sunday, 10 April 2016
  • Updated: 10 April 2016, 04:19 PM IST

Sports

Latest News

ସାଲେପୁର: କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ ଅଞ୍ଚଳରେ ଏକ ଆକ୍ରମଣ ଯୋଜନାକୁ ପୋଲିସ ପଣ୍ଡ କରି ଦେଇଛି। ଆକ୍ରମଣ ଯୋଜନା କରିଥିବା ଗ୍ୟାଙ୍ଗର ୫ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତମାନଙ୍କ ଠାରୁ ୫ଟି ବନ୍ଧୁକ, ୨ଟି ଦୌଡି, ୪ଟି ଛୁରି, ୨ଟି ହ୍ୟାଣ୍ଡ ଗ୍ଲୋବ୍ସ, ୫ଟି ମୋବାଇଲ୍ ଓ ସ୍କ୍ରୁ-ଡ୍ରାଇଭର୍ ଜବତ କରାଯାଇଛି।

ଗତକାଲି ରାତିରେ ଏକ ସନ୍ଦେହ ଜନକ ଇଣ୍ଡିକା ପୋଲିସ୍ ନଜରକୁ ଆସିଥିଲା। ପାଟ୍ରୋଲିଂ ପୋଲିସ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ବେଳେ ଘଟଣା ଜଣାପଡିଥିଲା ବୋଲି କଟକ ଗ୍ରାମାଞ୍ଚଳ ଏସ୍‌ପି ଗୁରୁଦାସ୍ କୁଣ୍ଡୁ ସୂଚନା ଦେଇଛନ୍ତି। ଗିରଫ ଡକାୟତମାନେ ହେଲେ ଜଗତସିଂପୁରର ପ୍ରଶାନ୍ତ ଶତପଥୀ, ଢେଙ୍କାନାଳ ରଘୁନାଥପୁରର ରୋହିତ ନାୟକ, କଟକ କନ୍ଦରପୁରର ଉଦୟ ଭୋଇ ଓ ଦିଲୀପ ଦାସ୍ ଏବଂ ସାଲେପୁର ବାହାଡ଼ପଡାର ଦୀପକ୍ ସାହୁ।

ପୋଲିସର ସୂଚନା ମୁତାବକ ଦୀପକ୍ ସାହୁର ଶିଶୁଆ ଅଞ୍ଚଳର ଏକ ନାବାଳକର ପରିବାର ସହ ଶତ୍ରୁତା ଥିଲା। ଛୁରିରେ ଆକ୍ରମଣ ଘଟଣାରେ ୪ ମାସ ଚୌଦ୍ୱାର ଜେଲରେ ରହି ନିକଟରେ ଫେରିଥିଲା। ଫେରିବା ପରେ ସାଙ୍ଗମାନଙ୍କ ସହ ଯୋଜନା ମୁତାବକ ପୁଣି ସେହି ପରିବାର ଉପରେ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ବେଳେ ସମସ୍ତେ ପୋଲିସ ହାବୁଡରେ ପଡିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story