ସମ୍ବଲପୁର: ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ଗ୍ୟାଙ୍ଗର ୧୦ ଗିରଫ

ସମ୍ୱଲପୁର: ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ଏକ ଗ୍ୟାଙ୍ଗର ୧୦ ଜଣଙ୍କୁ ଆଜି ଗିରଫ କରିଛି ସମ୍ବଲପୁର ପୋଲିସ୍। ସେମାନଙ୍କ ପାଖରୁ ୯୦୦ଟି ବ୍ୟାଟେରୀ ଜବତ କରାଯାଇଛି। ଏଗୁଡ଼ିକର ମୂଲ୍ୟ ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କା ହେବ ବୋଲି ସମ୍ୱଲପୁର ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି। ଏସ୍‌ପି କହିଛନ୍ତି, “ବଇଣ୍ଡା ଅଞ୍ଚଳର ଏହି ଅଭିଯୁକ୍ତମାନେ ପ୍ରାୟ ୧୦ ଟି ଜିଲ୍ଲାରେ ୩୦ଟି ମୋବାଇଲ୍ ବ୍ୟାଟେରୀ ଚୋରି କରିଥିବା ସ୍ୱୀକାର କରିଛନ୍ତି। ବିଶେଷ କରି […]

sambalpur-battary

sambalpur-battary

Rakesh Mallick
  • Published: Wednesday, 06 April 2016
  • Updated: 06 April 2016, 12:42 PM IST

Sports

Latest News

ସମ୍ୱଲପୁର: ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି କରୁଥିବା ଏକ ଗ୍ୟାଙ୍ଗର ୧୦ ଜଣଙ୍କୁ ଆଜି ଗିରଫ କରିଛି ସମ୍ବଲପୁର ପୋଲିସ୍। ସେମାନଙ୍କ ପାଖରୁ ୯୦୦ଟି ବ୍ୟାଟେରୀ ଜବତ କରାଯାଇଛି। ଏଗୁଡ଼ିକର ମୂଲ୍ୟ ପ୍ରାୟ ୫୦ ରୁ ୬୦ ଲକ୍ଷ ଟଙ୍କା ହେବ ବୋଲି ସମ୍ୱଲପୁର ଏସ୍‌ପି ଅଖିଳେଶ୍ୱର ସିଂ କହିଛନ୍ତି।

ଏସ୍‌ପି କହିଛନ୍ତି, “ବଇଣ୍ଡା ଅଞ୍ଚଳର ଏହି ଅଭିଯୁକ୍ତମାନେ ପ୍ରାୟ ୧୦ ଟି ଜିଲ୍ଲାରେ ୩୦ଟି ମୋବାଇଲ୍ ବ୍ୟାଟେରୀ ଚୋରି କରିଥିବା ସ୍ୱୀକାର କରିଛନ୍ତି। ବିଶେଷ କରି ନିଛାଟିଆ ସ୍ଥାନ ଅବା ଜଗୁଆଳୀ ନ ଥିବା ମୋବାଇଲ୍ ଟାୱାରଗୁଡ଼ିକରୁ ସେମାନେ ବ୍ୟାଟେରୀ ଚୋରି କରୁଥିଲେ। କେତେକ କ୍ଷେତ୍ରରେ ସେମାନେ ଜଗୁଆଳିଙ୍କୁ ମାଡ଼ମାରି ମଧ୍ୟ ବ୍ୟାଟେରୀ ଚୋରି କରିଛନ୍ତି। ବ୍ୟାଟେରୀରେ ଥିବା ସୀସାଗୁଡ଼ିକୁ ସେମାନେ ବିକ୍ରି କରି ଦେଉଥିଲେ। ବେଳେ ବେଳେ ସିଧାସଳଖ ବ୍ୟାଟେରୀଗୁଡ଼ିକୁ ମଧ୍ୟ ବିକ୍ରି କରି ଦେଉଥିଲେ।”

ସେ କହିଛନ୍ତି, “ଏ ଗ୍ୟାଙ୍ଗରେ ଆହୁରି ୪ରୁ ୫ ଜଣ ଅଛନ୍ତି। ସେମାନେ କୌଣସି ସୂତ୍ରରୁ ଖବର ପାଇ ଖସି ଯିବାରେ ସଫଳ ହୋଇଥିଲେ। ତେବେ ସେମାନଙ୍କୁ ବି ଖୁବ୍‌ଶୀଘ୍ର ଧରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story