ସିସୋର ଲିଙ୍କରେ ଆଇପିଏସ୍‌ଙ୍କୁ ସିବିଆଇ ଜେରାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ସିସୋର ଲିଙ୍କ ନେଇ ବରିଷ୍ଠ ଆଇପିଏସ୍‌ଙ୍କୁ ସିବିଆଇ ଜେରା କରୁଛି। ହେଲେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ କୌଣସି ଆଇପିଏସ୍‌ଙ୍କୁ ଜାଣନ୍ତି ନାହାନ୍ତି କି ସିସୋର ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହୁଛନ୍ତି। ସେହିପରି ସିସୋର ମିଡଲମ୍ୟାନ କୁହାଯାଉଥିବା ଶୁଭଙ୍କର ନାୟକ କହିଛନ୍ତି, ତାଙ୍କ ପାଖରୁ ଯେଉଁ ଡାଏରୀ ମିଳିଛି ବୋଲି କୁହାଯାଉଛି ତାହା ତାଙ୍କର ନୁହେଁ। ଏ ଦୁଇ ଜଣଙ୍କ ବୟାନକୁ ଦେଖିଲେ ସିବିଆଇ ଆଇପିଏସ୍‌ଙ୍କ ଯେଉଁ ଜେରା ଚଳାଇଛି ତାହାକୁ […]

prasanta-suvankara

prasanta-suvankara

Rakesh Mallick
  • Published: Thursday, 10 March 2016
  • Updated: 10 March 2016, 06:17 PM IST

Sports

Latest News

ଭୁବନେଶ୍ୱର: ସିସୋର ଲିଙ୍କ ନେଇ ବରିଷ୍ଠ ଆଇପିଏସ୍‌ଙ୍କୁ ସିବିଆଇ ଜେରା କରୁଛି। ହେଲେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସ କୌଣସି ଆଇପିଏସ୍‌ଙ୍କୁ ଜାଣନ୍ତି ନାହାନ୍ତି କି ସିସୋର ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କହୁଛନ୍ତି। ସେହିପରି ସିସୋର ମିଡଲମ୍ୟାନ କୁହାଯାଉଥିବା ଶୁଭଙ୍କର ନାୟକ କହିଛନ୍ତି, ତାଙ୍କ ପାଖରୁ ଯେଉଁ ଡାଏରୀ ମିଳିଛି ବୋଲି କୁହାଯାଉଛି ତାହା ତାଙ୍କର ନୁହେଁ। ଏ ଦୁଇ ଜଣଙ୍କ ବୟାନକୁ ଦେଖିଲେ ସିବିଆଇ ଆଇପିଏସ୍‌ଙ୍କ ଯେଉଁ ଜେରା ଚଳାଇଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ରାଜେଶ କୁମାର, ସତିଶ ଗଜଭିୟେ, ଆର.ପି.କୋଚେ ଓ ସଞ୍ଜୀବ ପଣ୍ଡାଙ୍କୁ ସିସୋର ଲିଙ୍କ ନେଇ ସିବିଆଇ ଜେରା କରିଛି। ତେବେ କେଉଁ ତଥ୍ୟ ପ୍ରମାଣ ଆଧାରରେ ଏମାନଙ୍କୁ ଜେରା କରାଗଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ସିସୋର ସହ କୌଣସି ଆଇପିଏସ୍‌ଙ୍କ ସମ୍ପର୍କ ନ ଥିବା ପ୍ରଶାନ୍ତ ଓ ଶୁଭଙ୍କର କହିଛନ୍ତି।

ସିସୋର ମୁଖ୍ୟ ପ୍ରଶାନ୍ତ ଦାସ କହିଛନ୍ତି, “କେହି ବି ସନ୍ଦେହରେ ତଦନ୍ତ କରିପାରନ୍ତି। ଆମର କୌଣସି ଆଇପିଏସ୍‌ ଓ ଆଇଏସ୍‌ଙ୍କ ସହ ସମ୍ପର୍କ ନ ଥିଲା। ଶୁଭଙ୍କର ସହ ସିସୋର ବିଶେଷ ସମ୍ପର୍କ ନ ଥିଲା, ଆମେ ତାଙ୍କୁ କେବଳ ଡିପୋଜିଟର ଭାବେ ଜାଣୁ। ସିସୋରରେ ମିଡଲମ୍ୟାନ ଦରକାର ପଡୁ ନ ଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story