ତୁରୁବୁଡ଼ିରେ ମହିଳାଙ୍କୁ ଗଳା କାଟି ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର: ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ନିକଟରେ ସୁମିତ୍ରା ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣାରେ ପୋଲିସ୍ ଅଭିଯୁକ୍ତ ସୀମାଞ୍ଚଳ ଅଧିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପରେ ପୋଲିସ୍ ସୀମାଞ୍ଚଳ ସମେତ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିଲା। ତେବେ ସୀମାଞ୍ଚଳ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ନିଜ […]

turubudi-murder

turubudi-murder

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 01:55 PM IST

ବ୍ରହ୍ମପୁର: ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ତୁରୁବୁଡ଼ି ନିକଟରେ ସୁମିତ୍ରା ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ଗଳା କାଟି ହତ୍ୟା କରାଯିବା ଘଟଣାରେ ପୋଲିସ୍ ଅଭିଯୁକ୍ତ ସୀମାଞ୍ଚଳ ଅଧିକାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣା ପରେ ପୋଲିସ୍ ସୀମାଞ୍ଚଳ ସମେତ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ଜେରା କରୁଥିଲା। ତେବେ ସୀମାଞ୍ଚଳ ହତ୍ୟା କରିଥିବା ନେଇ ସ୍ୱୀକାର କରିବା ସହିତ ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ନିଜ ଘରେ ରଖିଥିବା କହିଥିଲା। ବାକି ଟଙ୍କ।କୁ କେନ୍ଦ୍ର କରି ଗଣ୍ଡଗୋଳ ଘଟିଥିଲା ଆଉ ଏହାକୁ ନେଇ  ସେ ସୁମିତ୍ରାଙ୍କୁ ହତ୍ୟା କରିଥିବା ପୋଲିସ୍‌କୁ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story