ଆଇପିଏଲ୍ ପାଇଁ ବେଟିଂ ଅଭିଯୋଗ: ଉମରକୋଟରୁ ଦୁଇ ବୁକି ଗିରଫ, ୧୮ ଲକ୍ଷ ଟଙ୍କା ଜବତ

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରୋଡ୍‌ରେ ଥିବା ଏକ ଆଡ୍ଡା ଉପରେ ଗତକାଲି ରାତିରେ ପୋଲିସ୍ ଚଢ଼ାଉ କରି ଆଇପିଏଲ୍‌ ପାଇଁ ବେଟିଂ କରୁଥିବା ଦୁଇ ଜଣ ବୁକିକୁ ଗିରଫ କରିଛି। ଗିରଫ ଦୁଇ ବୁକିଙ୍କ ନାଁ ହେଉଛି ରମିଜ୍‌ ହିଙ୍ଗୋରା ଓ ଶ୍ରୀନିବାସ ରାଓ। ସଂପୃକ୍ତ ବୁକିଙ୍କ ଠାରୁ ପୋଲିସ୍ ୧୮ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍, ୫ଟି ମୋବାଇଲ, ଟିଭି, ଡାଏରୀ ଓ କାଲ୍‌କୁଟେର୍ ଆଦି ଜବତ କରିଛି ଏହି ରାକେଟ୍‌ରେ […]

giraf

giraf

Rakesh Mallick
  • Published: Friday, 29 April 2016
  • Updated: 29 April 2016, 03:56 AM IST

Sports

Latest News

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ-ରାଇଘର ରୋଡ୍‌ରେ ଥିବା ଏକ ଆଡ୍ଡା ଉପରେ ଗତକାଲି ରାତିରେ ପୋଲିସ୍ ଚଢ଼ାଉ କରି ଆଇପିଏଲ୍‌ ପାଇଁ ବେଟିଂ କରୁଥିବା ଦୁଇ ଜଣ ବୁକିକୁ ଗିରଫ କରିଛି। ଗିରଫ ଦୁଇ ବୁକିଙ୍କ ନାଁ ହେଉଛି ରମିଜ୍‌ ହିଙ୍ଗୋରା ଓ ଶ୍ରୀନିବାସ ରାଓ। ସଂପୃକ୍ତ ବୁକିଙ୍କ ଠାରୁ ପୋଲିସ୍ ୧୮ ଲକ୍ଷ ୮୦ ହଜାର ଟଙ୍କା, ଗୋଟିଏ ଲାପ୍‌ଟପ୍, ୫ଟି ମୋବାଇଲ, ଟିଭି, ଡାଏରୀ ଓ କାଲ୍‌କୁଟେର୍ ଆଦି ଜବତ କରିଛି ଏହି ରାକେଟ୍‌ରେ ଅଧିକ ଲୋକ ଥିବା ସନ୍ଦେହ କରି ପୋଲିସ୍‌ ଉଭୟଙ୍କୁ ପଚରାଉଚରା କରୁଛି।।

ଗତକାଲି ରାତିରେ ପୋଲିସ୍ କୌଣସି ସୂତ୍ରରୁ ଖବର ପାଇ ଉମରକୋଟ-ରାଇଘର ରୋଡ୍‌ରେ ଥିବା ବୁକ୍‌ ରମିଜ୍‌ ହିଙ୍ଗୋରାଙ୍କ ଘରେ ଚଢ଼ାଉ କରିଥିଲା। ଏହି ସମୟରେ ହିଙ୍ଗୋରା ଏବଂ ତା’ର ଜଣେ ସହଯୋଗୀ ଶ୍ରୀନିବାସ ରାଓ ବେଟିଂରେ  ଲିପ୍ତ ଥିବା ଦେଖି  ପୋଲିସ୍‌ ଉଭୟଙ୍କୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story