ବ୍ରାହ୍ମଣବସ୍ତ ଗାଁ ଲୋକଙ୍କ ୫୫ ନମ୍ୱର ଜାତୀୟ ରାଜପଥ ଅବରୋଧ

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଖୁଣ୍ଟୁଣୀ ବ୍ରାହ୍ମଣବସ୍ତ ଗାଁ ଲୋକେ ବାରମ୍ୱାର ହାତୀ ଆକ୍ରମଣ ଶିକାର ହେଉଛନ୍ତି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ଆଜି ୫୫ ନମ୍ୱର ଜାତୀୟ ରାଜପଥରକୁ କପୁରସିଂହ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି। ଗତକାଲି ରାତିରେ ବ୍ରାହ୍ମଣବସ୍ତ ଗାଁର ପ୍ରଶାନ୍ତ ଖୁଣ୍ଟିଆ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ […]

athagada ra road black

athagada ra road black

Rakesh Mallick
  • Published: Tuesday, 03 January 2017
  • Updated: 03 January 2017, 05:09 PM IST

Sports

Latest News

ଆଠଗଡ଼: ଆଠଗଡ଼ ଉପଖଣ୍ଡ ଖୁଣ୍ଟୁଣୀ ବ୍ରାହ୍ମଣବସ୍ତ ଗାଁ ଲୋକେ ବାରମ୍ୱାର ହାତୀ ଆକ୍ରମଣ ଶିକାର ହେଉଛନ୍ତି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ଆଜି ୫୫ ନମ୍ୱର ଜାତୀୟ ରାଜପଥରକୁ କପୁରସିଂହ ନିକଟରେ ରାସ୍ତା ଅବରୋଧ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ଗାଡି ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି। ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।

ଗତକାଲି ରାତିରେ ବ୍ରାହ୍ମଣବସ୍ତ ଗାଁର ପ୍ରଶାନ୍ତ ଖୁଣ୍ଟିଆ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଆଠଗଡ଼ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେହିପରି ଶଶାଙ୍ଗ ଗାଁର ଜଣେ ଯୁବକ ଘରକୁ ଫେରୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମଧ୍ୟ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story