ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଦୁର୍ଗାପୁରରେ ଭାଲୁ ଆତଙ୍କ ଦେଖାଦେଇଛି। ଆଜି ଭାଲୁ ଆକ୍ରମଣରେ ବଙ୍କିମ ଚରଣ ମହାନ୍ତି ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ବଙ୍କିମ ରାସ୍ତା ପାର ହେଉଥିବା ବେଳେ ସ୍ୱର୍ଣ୍ଣଚୂଡ଼ ପାହାଡରୁ ଆସିଥିବା ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ଗାଁରେ […]

niladire

niladire

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 08:41 PM IST

Sports

Latest News

ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଦୁର୍ଗାପୁରରେ ଭାଲୁ ଆତଙ୍କ ଦେଖାଦେଇଛି। ଆଜି ଭାଲୁ ଆକ୍ରମଣରେ ବଙ୍କିମ ଚରଣ ମହାନ୍ତି ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ବଙ୍କିମ ରାସ୍ତା ପାର ହେଉଥିବା ବେଳେ ସ୍ୱର୍ଣ୍ଣଚୂଡ଼ ପାହାଡରୁ ଆସିଥିବା ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ଖବର ପାଇ ଗାଁରେ ପହଞ୍ଚି ଭାଲୁଟିକୁ କାବୁ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story