କେନ୍ଦ୍ରାପଡା: ପୋଖରୀରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗହଗା ନରସିଂହପୁର ଗାଁରେ ଥିବା ପୋଖରୀରୁ ଆଜି ଜଣେ ବୃଦ୍ଧଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସୋରିସିଆ ଗ୍ରାମର ରବୀନ୍ଦ୍ର ସେଠୀ।  ସେ ବାତ ରୋଗରେ ଆକ୍ରାନ୍ତ ଥିଲେ। ଗତ ୧୫ ତାରିଖଠାରୁ ବୃଦ୍ଧ ଜଣଙ୍କ ନିଖୋଜ ଥିଲେ। ଏ ନେଇ ପରିବାର ଲୋକ ଥାନା ଅଭିଯୋଗ କରିଥିଲେ। ଆଜି ପୋଖରୀରୁ ଶବ ଉଦ୍ଧାର ପରେ ପରିବାର ଲୋକେ ଏହା ରବୀନ୍ଦ୍ରଙ୍କର ବୋଲି ଚିହ୍ନଟ କରିଥିଲେ […]

kandrapara

kandrapara

Rakesh Mallick
  • Published: Sunday, 18 October 2015
  • Updated: 18 October 2015, 09:19 AM IST

Sports

Latest News

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଗହଗା ନରସିଂହପୁର ଗାଁରେ ଥିବା ପୋଖରୀରୁ ଆଜି ଜଣେ ବୃଦ୍ଧଙ୍କର ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ଜଣକ ହେଲେ ସୋରିସିଆ ଗ୍ରାମର ରବୀନ୍ଦ୍ର ସେଠୀ।  ସେ ବାତ ରୋଗରେ ଆକ୍ରାନ୍ତ ଥିଲେ। ଗତ ୧୫ ତାରିଖଠାରୁ ବୃଦ୍ଧ ଜଣଙ୍କ ନିଖୋଜ ଥିଲେ। ଏ ନେଇ ପରିବାର ଲୋକ ଥାନା ଅଭିଯୋଗ କରିଥିଲେ। ଆଜି ପୋଖରୀରୁ ଶବ ଉଦ୍ଧାର ପରେ ପରିବାର ଲୋକେ ଏହା ରବୀନ୍ଦ୍ରଙ୍କର ବୋଲି ଚିହ୍ନଟ କରିଥିଲେ । ପୋଲିସ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story