କେନ୍ଦୁଝର: ବସ୍ ଓଲଟି ୨ ମୃତ, ୨୦ ଆହତ

କେନ୍ଦୁଝର: କେନ୍ଦୁଝର ପଣ୍ଡାପଡ଼ା ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ବସ୍ ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ମଙ୍ଗଳପୁର ରମ୍ଭିଲା ଗାଁର ପ୍ରଶାନ୍ତ କୁମାର ମିଶ୍ର। ଅନ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଉ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି। ଗତକାଲି ରାତି ପ୍ରାୟ […]

accident

accident

Rakesh Mallick
  • Published: Saturday, 14 November 2015
  • Updated: 14 November 2015, 04:16 AM IST

Sports

Latest News

କେନ୍ଦୁଝର: କେନ୍ଦୁଝର ପଣ୍ଡାପଡ଼ା ଥାନା ଅନ୍ତର୍ଗତ କୁଆଝରଣ ଘାଟିରେ ବସ୍ ଓଲଟି ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ମୃତବ୍ୟକ୍ତି ହେଉଛନ୍ତି ଯାଜପୁର ଜିଲ୍ଲା ମଙ୍ଗଳପୁର ରମ୍ଭିଲା ଗାଁର ପ୍ରଶାନ୍ତ କୁମାର ମିଶ୍ର। ଅନ୍ୟ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଉ ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇଛି।
ଗତକାଲି ରାତି ପ୍ରାୟ ୨ଟା ସମୟରେ ବସଟି ବଡ଼ବିଲରୁ ଯାଜପୁର ଟାଉନ୍ ଯାଉଥିଲା। ଭାରସାମ୍ୟ ହରାଇ ବସଟି କୁଆଝରଣ ଘାଟି ଉପରୁ ୩୦ ଫୁଟ୍ ତଳକୁ ଓଲଟି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story