ଖୋଲିଲା ସମ୍ବଲପୁର ଆଇଆଇଏମ୍, ଆସନ୍ତାକାଲିଠୁ ପାଠପଢ଼ା

ସମ୍ବଲପୁର: ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଶେଷରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଆଇଆଇଏମ୍ ସମ୍ୱଲପୁର। ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସବର୍ମା ଆଜି ଏହି ପ୍ରିମିୟର ଶିକ୍ଷାନୁଷ୍ଠାନର ଶୁଭାରମ୍ଭ କରିଛନ୍ତି।  ଆଜି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍ ଓ ଓରିଏଣ୍ଟେସନ୍ କରାଯାଇଛି। ‌ଆସନ୍ତାକାଲିଠାରୁ କ୍ଲାସ ଆରମ୍ଭ ହେବ। ସ୍ଥାନୀୟ ସିଲିକନ୍ ଇନଷ୍ଟିଚ୍ୟୁଟରେ ଏହି ପ୍ରିମିୟର ଶିକ୍ଷାନୁଷ୍ଠାନର ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି। ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଏଠାକୁ ଆସିବାକୁ ଛାତ୍ରଛାତ୍ରୀ ଆଗ୍ରହୀ ନଥିବା […]

iim inagurated

iim inagurated

Rakesh Mallick
  • Published: Wednesday, 23 September 2015
  • Updated: 24 September 2015, 01:49 AM IST

Sports

Latest News

iim inaguratedସମ୍ବଲପୁର: ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ଶେଷରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି ଆଇଆଇଏମ୍ ସମ୍ୱଲପୁର। ବୈଷୟିକ ଶିକ୍ଷା ମନ୍ତ୍ରୀ ସଂଜୟ ଦାସବର୍ମା ଆଜି ଏହି ପ୍ରିମିୟର ଶିକ୍ଷାନୁଷ୍ଠାନର ଶୁଭାରମ୍ଭ କରିଛନ୍ତି।  ଆଜି ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍ ଓ ଓରିଏଣ୍ଟେସନ୍ କରାଯାଇଛି। ‌ଆସନ୍ତାକାଲିଠାରୁ କ୍ଲାସ ଆରମ୍ଭ ହେବ।

ସ୍ଥାନୀୟ ସିଲିକନ୍ ଇନଷ୍ଟିଚ୍ୟୁଟରେ ଏହି ପ୍ରିମିୟର ଶିକ୍ଷାନୁଷ୍ଠାନର ଅସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା କରାଯାଇଛି। ଭିତ୍ତିଭୂମି, ଯୋଗାଯୋଗ ବ୍ୟବସ୍ଥା ଓ ଆନୁସଙ୍ଗିକ ବ୍ୟବସ୍ଥାକୁ ନେଇ ଏଠାକୁ ଆସିବାକୁ ଛାତ୍ରଛାତ୍ରୀ ଆଗ୍ରହୀ ନଥିବା ପୂର୍ବରୁ ଚର୍ଚ୍ଚା ହୋଇଥିଲା। ତେବେ ଆଜି ଏଠାରେ ୪୯ ଜଣ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ ସହ ଓରିଏଣ୍ଟେସନ କରାଯାଇଛି। ଯାହାକି ଚଳିତ ବର୍ଷ ଆରମ୍ଭ ହୋଇଥିବା ୬ଟି ନୂଆ ଆଇଆଇଏମ୍ ମଧ୍ୟରେ ଦ୍ୱିତୀୟ ସର୍ବବୃହତ ବ୍ୟାଚ୍। ସକାଳ ୯ଟାରୁ ୧୧ଟା ଯାଏଁ ଛାତ୍ରଛାତ୍ରୀଙ୍କ ରେଜିଷ୍ଟ୍ରେସନ୍ କରାଯାଇଥିଲା। ୧୧ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିଥିଲା ଓରିଏଣ୍ଟେସନ୍। ଏହାପରେ ମନ୍ତ୍ରୀ ସଂଜୟ ଦାସବର୍ମା ଆଇଆଇଏମ୍ ସମ୍ୱଲପୁରର ବିଧିବଦ୍ଧ ଉଦଘାଟନ କରିଥିଲେ। ଉତ୍ସବରେ ସାଂସଦ ନଗେନ୍ଦ୍ର ପ୍ରଧାନ, ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ରୋହିତ୍ ପୂଜାରୀ ପ୍ରମୁଖ ଯୋଗ ଦେଇଥିଲେ।

ଆଇଆଇଏମ୍ ସମ୍ୱଲପୁରରେ ନାମ ଲେଖାଇଥିବା ୪୯ ଜଣଙ୍କ ମଧ୍ୟରୁ ୪୦ ଜଣ ଛାତ୍ର ଓ ୯ ଜଣ ଛାତ୍ରୀ ଅଛନ୍ତି। ସେହିପରି କୋର୍ସ ଆରମ୍ଭ କରିବା ଲାଗି ଏବେ ଦୁଇ ଜଣ ଅଧ୍ୟାପକ ଆସିଛନ୍ତି। ଆସନ୍ତାକାଲିଠାରୁ ଏଠାରେ ପାଠପଢ଼ା ଆରମ୍ଭ ହେବ।  ଅସ୍ଥାୟୀ କ୍ୟାମ୍ପସରେ କରାଯାଇଥିବା ବ୍ୟବସ୍ଥାକୁ ନେଇ ମଧ୍ୟ ଛାତ୍ରଛାତ୍ରୀମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story