ନବକଳେବରରେ ହୋଇଥିବା ବିଭିନ୍ନ କାର୍ଯ୍ୟକୁ ନେଇ ପ୍ରସ୍ତୁତ ହେବ ଗ୍ରନ୍ଥାବଳୀ

ପୁରୀ: ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପୁରୀ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଆଜି ନବକଳେବର ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଛି। ଏଥିରୁ ବାହରିଥିବା ରିପୋର୍ଟକୁ ନେଇ ପ୍ରମାଣିକ ତଥ୍ୟ ଗ୍ରନ୍ଥାବଳୀ ପ୍ରସ୍ତୁତ କରାଯିବ। ବନଯାଗଠାରୁ ଆରମ୍ଭ କରି ଚତୁର୍ଦ୍ଧା ବିଗ୍ରହ ନିର୍ମାଣ, ବ୍ରହ୍ମ ସଂସ୍ଥାପନ, ରଥନିର୍ମାଣ ଓ ରଥଯାତ୍ରା ପର୍ଯ୍ୟନ୍ତ ସମୟ ଅନୁଯାୟୀ ସବୁ ବିବରଣୀକୁ ଏଥିରେ ଲିପିବଦ୍ଧ କରାଯିବ। ସେହିପରି ପହଣ୍ଡିଠାରୁ ରଥଟଣା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ ନେଇ ତର୍ଜମା କରାଯିବ। ଆଗାମୀ […]

nabakalebara

nabakalebara

Rakesh Mallick
  • Published: Tuesday, 08 December 2015
  • Updated: 08 December 2015, 01:54 PM IST

Sports

Latest News

ପୁରୀ: ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ପୁରୀ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ଆଜି ନବକଳେବର ପାଇଁ ହୋଇଥିବା ବିଭିନ୍ନ କାର୍ଯ୍ୟର ସମୀକ୍ଷା କରାଯାଇଛି। ଏଥିରୁ ବାହରିଥିବା ରିପୋର୍ଟକୁ ନେଇ ପ୍ରମାଣିକ ତଥ୍ୟ ଗ୍ରନ୍ଥାବଳୀ ପ୍ରସ୍ତୁତ କରାଯିବ। ବନଯାଗଠାରୁ ଆରମ୍ଭ କରି ଚତୁର୍ଦ୍ଧା ବିଗ୍ରହ ନିର୍ମାଣ, ବ୍ରହ୍ମ ସଂସ୍ଥାପନ, ରଥନିର୍ମାଣ ଓ ରଥଯାତ୍ରା ପର୍ଯ୍ୟନ୍ତ ସମୟ ଅନୁଯାୟୀ ସବୁ ବିବରଣୀକୁ ଏଥିରେ ଲିପିବଦ୍ଧ କରାଯିବ। ସେହିପରି ପହଣ୍ଡିଠାରୁ ରଥଟଣା ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ ନେଇ ତର୍ଜମା କରାଯିବ। ଆଗାମୀ ଦିନରେ ରଥଯାତ୍ରା ତଥା ନବକଳେବର ଯାତ୍ରା ସମୟରେ ଏହି ଗ୍ରନ୍ଥାବଳୀକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story