ନୟାଗଡ଼ରେ ପାଣି ସମସ୍ୟା ନେଇ ମହିଳା କଂଗ୍ରେସର ବିକ୍ଷୋଭ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପାଣି ସମସ୍ୟା ନେଇ ଆଜି ନୟାଗଡ଼ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି। ମହିଳାମାନେ ହାତରେ ମାଠିଆ ଧରି  ନୟାଗଡ଼ ପିଡ଼ବ୍ଲୁଡ଼ି ବଙ୍ଗଳା ସାମନାରୁ ଆସି ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ବାଜି ଦେଇ ମହିଳାମାନେ ମାଠିଆ ଭାଙ୍ଗିଥିଲେ। ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି, “ ଓଡ଼ିଶାର  ପ୍ରତ୍ୟେକ ଜିଲ୍ଲାରେ  ଲୋକମାନେ ଜଳ କଷ୍ଟ […]

nayagrah

nayagrah

Rakesh Mallick
  • Published: Monday, 11 April 2016
  • Updated: 11 April 2016, 08:05 AM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପାଣି ସମସ୍ୟା ନେଇ ଆଜି ନୟାଗଡ଼ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯାଇଛି। ମହିଳାମାନେ ହାତରେ ମାଠିଆ ଧରି  ନୟାଗଡ଼ ପିଡ଼ବ୍ଲୁଡ଼ି ବଙ୍ଗଳା ସାମନାରୁ ଆସି ସହର ପରିକ୍ରମା କରିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରା ବାଜି ଦେଇ ମହିଳାମାନେ ମାଠିଆ ଭାଙ୍ଗିଥିଲେ।

ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା କହିଛନ୍ତି, “ ଓଡ଼ିଶାର  ପ୍ରତ୍ୟେକ ଜିଲ୍ଲାରେ  ଲୋକମାନେ ଜଳ କଷ୍ଟ ଭୋଗୁଛନ୍ତି। ବଡ଼ ଦୁଃଖର କଥା ଯେ, ମହିଳାମାନେ  ମାଇଲ ମାଇଲ  ଦୂର ଯାଇ  ଚୁଆ ଓ  ପଥର ଖନ୍ଦାରୁ ପାଣି  ଆଣୁଛନ୍ତି। ସରକାର ଏହି  ଦିଗରେ   ଖବ୍ ଶୀଘ୍ର ପଦକ୍ଷେପ ନିଅନ୍ତୁ। ଯେଉଁ ସବୁ ଅଞ୍ଚଳରେ ନଳକୂପ ଓ କୂଅ ଗୁଡ଼ିକ ଖରାପ ହୋଇଯାଇଛି  ଶୀଘ୍ର ମରାମତି କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story