ଓୟୁଟି ରାଗିଂ ଘଟଣାରେ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବସିବ ଡିସିପ୍ଲାନାରୀ କମିଟି

ଭୁବନେଶ୍ୱର: ଓୟୁଏଟି ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି। ଏ ନେଇ ଶୀଘ୍ର ଡିସିପ୍ଲାନାରୀ କମିଟି ବୈଠକ ବସିବ। ଅନ୍ୟପକ୍ଷେ ରାଗିଂର ଅଭିଯୋଗ ଆଣିଥିବା ଫରେଷ୍ଟ୍ରି ବିଭାଗ ପ୍ରଥମ ବର୍ଷ ଛାତ୍ରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସିନିୟର ଛାତ୍ରମାନେ। ଫରେଷ୍ଟ୍ରି ବିଭାଗ ଡିନ୍ କହିଛନ୍ତି, ରାଗିଂକୁ ବରଦାସ୍ତ କରାଯିବ ନାହିଁ। ଡିସିପ୍ଲାନାରୀ କମିଟି ବୈଠକ ପରେ, ଯେଉଁ ଛାତ୍ରମାନେ ଏଥିରେ ଜଡ଼ିତ ସେମାନଙ୍କ ବିରୋଧରେ ଦୃଢ […]

out

out

Rakesh Mallick
  • Published: Wednesday, 25 November 2015
  • Updated: 25 November 2015, 05:07 PM IST

ଭୁବନେଶ୍ୱର: ଓୟୁଏଟି ରାଗିଂ ଘଟଣାରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ କଲେଜ କର୍ତ୍ତୃପକ୍ଷ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରୁଛନ୍ତି। ଏ ନେଇ ଶୀଘ୍ର ଡିସିପ୍ଲାନାରୀ କମିଟି ବୈଠକ ବସିବ। ଅନ୍ୟପକ୍ଷେ ରାଗିଂର ଅଭିଯୋଗ ଆଣିଥିବା ଫରେଷ୍ଟ୍ରି ବିଭାଗ ପ୍ରଥମ ବର୍ଷ ଛାତ୍ରଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ସିନିୟର ଛାତ୍ରମାନେ।

ଫରେଷ୍ଟ୍ରି ବିଭାଗ ଡିନ୍ କହିଛନ୍ତି, ରାଗିଂକୁ ବରଦାସ୍ତ କରାଯିବ ନାହିଁ। ଡିସିପ୍ଲାନାରୀ କମିଟି ବୈଠକ ପରେ, ଯେଉଁ ଛାତ୍ରମାନେ ଏଥିରେ ଜଡ଼ିତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗୁରୁବାର ରାଗିଂ ଅଭିଯୋଗ ପାଇବା ପରେ କଲେଜ କର୍ତ୍ତୃପକ୍ଷ ଓୟୁଏଟି କୁଳପତିଙ୍କୁ ଏ ବାବଦରେ ଅବଗତ କରାଇଥିଲେ। ତେବେ କୌଣସି ନିଷ୍ପତ୍ତି ଆସିବା ପୂର୍ବରୁ ମଙ୍ଗଳବାର ପ୍ରଥମବର୍ଷର ଛାତ୍ରମାନେ ଅଭିଭାବକଙ୍କ ସହ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ଦିନେ ଦୁଇଦିନ ଭିତରେ ରାଗିଂରେ ସମ୍ପୃକ୍ତ ଛାତ୍ରଙ୍କ ବିରୋଧରେ ୟୁଜିସି ନିୟମ ଅନୁଯାୟୀ କଠୋର କାର୍ଯାନୁଷ୍ଠାନ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ହଷ୍ଟେଲରେ ଏବେ ବି ଚାପା ଉତ୍ତେଜନା ଲାଗି ରହିଛି। ରାଗିଂ ତଥା ପ୍ରଥମ ବର୍ଷ ଛାତ୍ରଙ୍କୁ ମାଡ଼ମରା ଅଭିଯୋଗକୁ ଖଣ୍ଡନ କରିଛି ଛାତ୍ର ସଂସଦ। ଜାଣିଶୁଣି କିଛି ସ୍ଥାନୀୟ ଛାତ୍ର ଏଭଳି କରୁଥିବା ଫରେଷ୍ଟ୍ରି କଲେଜ ଛାତ୍ର ସଂସଦ ସଭାପତି ଅଭିଷେକ ପ୍ରଧାନ କହିଛନ୍ତି। ଅନ୍ୟପଟେ ପ୍ରଥମ ବର୍ଷର କିଛି ଛାତ୍ରଙ୍କ ଅଭିଭାବକ, ସିନିୟିର ଛାତ୍ର ବିଦ୍ୟାଧର ଟୁଡୁଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯାଞ୍ଚ ପରେ ପଦକ୍ଷେପ ନିଆଯିବ ବୋଲି ପୋଲିସ୍ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story