ଧାମରା ବନ୍ଦର କର୍ମଚାରୀଙ୍କ ଆନ୍ଦୋଳନ; ଚାକିରି ନିୟମିତ କରିବା ସମେତ ୧୨ ଦଫା ଦାବି

<p>[vc_row][vc_column][vc_video link=&quot;: ୧୨ ଦଫାର ଦାବି ନେଇ ଧାମରା ବନ୍ଦର କର୍ମଚାରୀଙ୍କ ଆନ୍ଦୋଳନ। ଜମି ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଚାକିରି, ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଯୋଗ୍ୟତା ଭିତ୍ତିରେ ପଦୋନ୍ନତି, ବନ୍ଦର ରେଳ କର୍ମଚାରୀଙ୍କୁ ଭାରତୀୟ ରେଳବାଇ କର୍ମଚାରୀଙ୍କ ଭଳି ସୁବିଧା ପ୍ରଦାନ ଓ ମୂଳ ଦରମା ବୃଦ୍ଧି ପରି ଦାବିରେ ଏହି ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ବନ୍ଦରକୁ ସଂଯୋଗ କରୁଥିବା ରେଳ ଲାଇନରେ ଧାରଣା ଦେଇଛନ୍ତି। ଫଳରେ ବନ୍ଦରରୁ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି।&nbsp; ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ କର୍ମଚାରୀ ସଂଘ ଚେତାବନୀ ଦେଇଛି। ଭଦ୍ରକ ତହସିଲଦାର, ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।[/vc_column_text][/vc_column][/vc_row]</p>

Ordigital Desk
  • Published: Friday, 12 May 2017
  • Updated: 12 May 2017, 01:37 PM IST
<p>[vc_row][vc_column][vc_video link=&quot;: ୧୨ ଦଫାର ଦାବି ନେଇ ଧାମରା ବନ୍ଦର କର୍ମଚାରୀଙ୍କ ଆନ୍ଦୋଳନ। ଜମି ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ ଚାକିରି, ଠିକା କର୍ମଚାରୀଙ୍କୁ ନିୟମିତ କରିବା, ଯୋଗ୍ୟତା ଭିତ୍ତିରେ ପଦୋନ୍ନତି, ବନ୍ଦର ରେଳ କର୍ମଚାରୀଙ୍କୁ ଭାରତୀୟ ରେଳବାଇ କର୍ମଚାରୀଙ୍କ ଭଳି ସୁବିଧା ପ୍ରଦାନ ଓ ମୂଳ ଦରମା ବୃଦ୍ଧି ପରି ଦାବିରେ ଏହି ଆନ୍ଦୋଳନ କରିଛନ୍ତି। କର୍ମଚାରୀମାନେ ବନ୍ଦରକୁ ସଂଯୋଗ କରୁଥିବା ରେଳ ଲାଇନରେ ଧାରଣା ଦେଇଛନ୍ତି। ଫଳରେ ବନ୍ଦରରୁ ମାଲ ପରିବହନ ବାଧାପ୍ରାପ୍ତ ହୋଇଛି।&nbsp; ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ କର୍ମଚାରୀ ସଂଘ ଚେତାବନୀ ଦେଇଛି। ଭଦ୍ରକ ତହସିଲଦାର, ଗ୍ରାମାଞ୍ଚଳ ଥାନା ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି।[/vc_column_text][/vc_column][/vc_row]</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos