ରାଜଧାନୀରେ ହେଟାବାଘ ଆତଙ୍କ

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣିର ଗାଁ ଭିତରକୁ ଗତକାଲି ସନ୍ଧ୍ୟା ପଶିଆସିଥିବା ହେଟାବାଘ ନେଇ ଗାଁ ଲୋକଙ୍କ ଭୟଭୀତ ହୋଇପଡିଛନ୍ତି। ବାଘଟି ଗାଁ ଭିତରକୁ ପଶିଥିବା ବେଳେ କିଛି ଗ୍ରାମବାସୀ ଦେଖିଥିଲେ। ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୭ଟାରେ ଧୁସର ରଙ୍ଗର କଳା ଛିଟା ଥିବା ପ୍ରାୟ ସାଢେ ୪ଫୁଟ ଲମ୍ୱର ଏକ ହେଟାବାଘ ପଳାଶୁଣି ଗାଁର ଭୋଇସାହି ଭିତରକୁ ପଶି ଆସିଥିଲା। ବାଘଟିର ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ି ପଳାଇବା ବେଳେ ୨ ଜଣ ଯୁବକ […]

tiger-5

tiger-5

Rakesh Mallick
  • Published: Monday, 09 November 2015
  • Updated: 09 November 2015, 02:58 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣିର ଗାଁ ଭିତରକୁ ଗତକାଲି ସନ୍ଧ୍ୟା ପଶିଆସିଥିବା ହେଟାବାଘ ନେଇ ଗାଁ ଲୋକଙ୍କ ଭୟଭୀତ ହୋଇପଡିଛନ୍ତି। ବାଘଟି ଗାଁ ଭିତରକୁ ପଶିଥିବା ବେଳେ କିଛି ଗ୍ରାମବାସୀ ଦେଖିଥିଲେ। ଲୋକଙ୍କ କହିବା ଅନୁସାରେ ସନ୍ଧ୍ୟା ପ୍ରାୟ ୭ଟାରେ ଧୁସର ରଙ୍ଗର କଳା ଛିଟା ଥିବା ପ୍ରାୟ ସାଢେ ୪ଫୁଟ ଲମ୍ୱର ଏକ ହେଟାବାଘ ପଳାଶୁଣି ଗାଁର ଭୋଇସାହି ଭିତରକୁ ପଶି ଆସିଥିଲା। ବାଘଟିର ଆକ୍ରମଣରୁ ବର୍ତ୍ତିବା ପାଇଁ ଦୌଡ଼ି ପଳାଇବା ବେଳେ ୨ ଜଣ ଯୁବକ ଆହତ ହୋଇଛନ୍ତି। ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘଟିକୁ ଖୋଜାଖୋଜି କରିଥିଲେ। ହେଲେ ବାଘର କୌଣସି ପତା ମିଳି ନଥିଲା। ଗାଁ ଭିତରକୁ ବାଘ ଚାଲିଆସିଥିବାରୁ ଗ୍ରାମବାସୀମାନେ ଆତଙ୍କିତ ହୋଇପଡ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story