ସ୍ମାର୍ଟସିଟି ରାଉରକେଲାର ରୂପରେଖ ନେଇ ନିଆଯାଉଛି ସହରବାସୀଙ୍କ ମତ

ରାଉରକେଲା: ରାଉରକେଲା ସ୍ମାର୍ଟସିଟିରେ ପରିଣତ ହେବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ମାର୍ଟସିଟିର ରୂପରେଖ କ’ଣ ହେବା ଉଚିତ ଏବଂ ରାଉରକେଲାବାସୀ ସ୍ମାଟସିଟି ରାଉରକେଲାଠାରୁ କି ବିଶେଷ ସେବା ସୁବିଧା ଆଶାକରନ୍ତି ସେନେଇ ସବୁ ସ୍ତରର ଲୋକଙ୍କ ମତାମତ ଲୋଡାଯାଉଛି। ଏହି ମତାମତ ଆଧାରରେ ପ୍ରସ୍ତୁତ ହେବ ସ୍ମାର୍ଟସିଟି ପାଇଁ ରୋଡ୍ ମ୍ୟାପ୍। ଏଥିପାଇଁ ଫିଡ ବ୍ୟାକ୍ ଇନ୍ ଫ୍ରା ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି […]

raulkaela

raulkaela

Rakesh Mallick
  • Published: Friday, 25 September 2015
  • Updated: 25 September 2015, 02:11 PM IST

Sports

Latest News

ରାଉରକେଲା: ରାଉରକେଲା ସ୍ମାର୍ଟସିଟିରେ ପରିଣତ ହେବ ବୋଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଏବେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ମାର୍ଟସିଟିର ରୂପରେଖ କ'ଣ ହେବା ଉଚିତ ଏବଂ ରାଉରକେଲାବାସୀ ସ୍ମାଟସିଟି ରାଉରକେଲାଠାରୁ କି ବିଶେଷ ସେବା ସୁବିଧା ଆଶାକରନ୍ତି ସେନେଇ ସବୁ ସ୍ତରର ଲୋକଙ୍କ ମତାମତ ଲୋଡାଯାଉଛି। ଏହି ମତାମତ ଆଧାରରେ ପ୍ରସ୍ତୁତ ହେବ ସ୍ମାର୍ଟସିଟି ପାଇଁ ରୋଡ୍ ମ୍ୟାପ୍। ଏଥିପାଇଁ ଫିଡ ବ୍ୟାକ୍ ଇନ୍ ଫ୍ରା ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ସହର ସବୁ ବର୍ଗର ଲୋକଙ୍କୁ ଭେଟି ମତାମତ ସଂଗ୍ରହ କରୁଛି। ଆଜି ଫିଡ ବ୍ୟାକ୍ ଇନଫ୍ରା ସହର ସମସ୍ତ ଡିଗ୍ରୀ କଲେଜ ବୁଲି ଛାତ୍ରଛାତ୍ରୀଙ୍କଠାରୁ ମତାମତ ସଂଗ୍ରହ କରିଛି। ବିଭିନ୍ନ କଲେଜରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଏଡିଏମ୍, ମହାନଗର ନିଗମର କମିସନର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story