ଚଳିତ ମାସରୁ ‘୨.୦’ର ସୁଟିଂ ଆରମ୍ଭ କରିବେ ରଜନୀକାନ୍ତ

ଚେନ୍ନାଇ: ଚଳିତ ମାସ ଶେଷ ଭାଗରୁ ସୁପରଷ୍ଟାର ରଜନୀକାନ୍ତ ଆରମ୍ଭ କରିବେ ବହୁ ପ୍ରତୀକ୍ଷିତ ତାମିଲ ସାଇନ୍ସ-ଫିକ୍ସନ ଆକ୍ସନ ଡ୍ରାମା ‘୨.୦’ର ଦ୍ୱିତୀୟ ଭାଗର ସୁଟିଂ। ୨ ମାସ ଧରି ସୁଟିଂରୁ ସେ ବାହାରେ ଥିଲେ। ରଜନୀକାନ୍ତଙ୍କ ଜଣେ ନିକଟ ସମ୍ପର୍କୀୟ କହିଛନ୍ତି,“ରାଜନୀକାନ୍ତ ସାର ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚଳିତ ମାସ ତୃତୀୟ କିମ୍ବା ଶେଷ ସପ୍ତାହ ସୁଦ୍ଧା ସେ ସୁଟିଂସେଟ୍‌ରେ ଯୋଗ ଦେବେ। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କୁ ତାଙ୍କ ଘରେ ଶନିବାର […]

fan-made-poster-of-rajinikanth-s-enthiran-2-0_145250883740

Rakesh Mallick
  • Published: Monday, 15 August 2016
  • Updated: 15 August 2016, 06:37 PM IST

Sports

Latest News

ଚେନ୍ନାଇ: ଚଳିତ ମାସ ଶେଷ ଭାଗରୁ ସୁପରଷ୍ଟାର ରଜନୀକାନ୍ତ ଆରମ୍ଭ କରିବେ ବହୁ ପ୍ରତୀକ୍ଷିତ ତାମିଲ ସାଇନ୍ସ-ଫିକ୍ସନ ଆକ୍ସନ ଡ୍ରାମା ‘୨.୦’ର ଦ୍ୱିତୀୟ ଭାଗର ସୁଟିଂ। ୨ ମାସ ଧରି ସୁଟିଂରୁ ସେ ବାହାରେ ଥିଲେ।

ରଜନୀକାନ୍ତଙ୍କ ଜଣେ ନିକଟ ସମ୍ପର୍କୀୟ କହିଛନ୍ତି,“ରାଜନୀକାନ୍ତ ସାର ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଚଳିତ ମାସ ତୃତୀୟ କିମ୍ବା ଶେଷ ସପ୍ତାହ ସୁଦ୍ଧା ସେ ସୁଟିଂସେଟ୍‌ରେ ଯୋଗ ଦେବେ। ଫିଲ୍ମର ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କୁ ତାଙ୍କ ଘରେ ଶନିବାର ଦିନ ଭେଟିଥିଲେ। ସେ ତାଙ୍କ ଝିଅ ଐଶର୍ଯ୍ୟାଙ୍କ ସହିତ ଆମେରିକାରେ ଛୁଟି କଟାଇ ଗତ ଜୁଲାଇ ୨୪ରେ ଭାରତ ଫେରିଥିଲେ।”

‘୨.୦’ ହେଉଛି ୨୦୧୦ର ବ୍ଲକ୍‌ବଷ୍ଟର ଫିଲ୍ମ ‘ଏନ୍ଥିରାନ୍‌’ର ସିକ୍ୟୁଏଲ। ରାଜନୀକାନ୍ତ ଏହି ଫିଲ୍ମରେ ବୈଜ୍ଞାନିକ ଭାସୀଗାରନ୍‌ ଭୂମିକାରେ ନଜର ଆସିବେ। ଏହାକୁ ଏସ୍‌.ଶଙ୍କର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମଟି ମୋଟ ୩୫୦କୋଟି ବ୍ୟୟରେ ଦେଶ ତଥା ଦେଶ ବାହାରେ ନିର୍ମାଣ କରାଯାଉଛି। ଏଥିରେ ‘ରୁସ୍ତମ’ ଷ୍ଟାର ଅକ୍ଷୟ କୁମାର ଜଣେ ଆଣ୍ଟାଗୋନିଷ୍ଟ ଭୂମିକା ନଜର ଆସିବାକୁ ଥିବା ବେଳେ ‘ଆଇ’ ଷ୍ଟାର ୟାମି ଜାକ୍‌ସନ୍‌, ସୁଧାଂଶୁ ପାଣ୍ଡେ ଓ ଆଦିଲ୍‌ ହୁସେନ ପ୍ରମୁଖ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story