ରିଲିଜ୍ ହେଲା ‘ୱେଲକମ୍ ଟୁ କରାଚି’ର ପୋଷ୍ଟର୍

ଅର୍ସଦ ୱାରିସ ଓ ଜ୍ୟାକି ଭଗନାନିଙ୍କ ଅପକମିଂ ଫିଲ୍ମ ହେଉଛି ‘ୱେଲକମ୍ ଟୁ କରାଚି’ । ଇତିମଧ୍ୟରେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଯାଇଛି । ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ଉଭୟ ଅର୍ସଦ ଓ ଜ୍ୟାକି କୌଣସି ଏକ ବିପଦରେ ପଡ଼ିଯାଇଛନ୍ତି । ଏ ଦୁହିଁଙ୍କ ଆଡ଼କୁ ମୁହଁ କରିଛି ଏକାଧିକ ବନ୍ଧୁକ । ‘ୱେଲକମ୍ ଟୁ କରାଚି’ ହେଉଛି ଦୁଇ ଜଣ ଭାରତୀୟଙ୍କ କାହାଣୀ ଯେଉଁମାନେ ଭୁଲରେ କରାଚିରେ ପହଞ୍ଚି ଯାଇଛନ୍ତି । ପୋଷ୍ଟର […]

Welcome to karachi

Welcome to karachi

Rakesh Mallick
  • Published: Tuesday, 14 April 2015
  • Updated: 16 April 2015, 06:05 AM IST

Sports

Latest News

ଅର୍ସଦ ୱାରିସ ଓ ଜ୍ୟାକି ଭଗନାନିଙ୍କ ଅପକମିଂ ଫିଲ୍ମ ହେଉଛି ‘ୱେଲକମ୍ ଟୁ କରାଚି’ । ଇତିମଧ୍ୟରେ ଏହି ଫିଲ୍ମର ପୋଷ୍ଟର୍ ରିଲିଜ୍ ହୋଇଯାଇଛି । ପୋଷ୍ଟରରେ ଦେଖିବାକୁ ମିଳିଛି ଯେ ଉଭୟ ଅର୍ସଦ ଓ ଜ୍ୟାକି କୌଣସି ଏକ ବିପଦରେ ପଡ଼ିଯାଇଛନ୍ତି । ଏ ଦୁହିଁଙ୍କ ଆଡ଼କୁ ମୁହଁ କରିଛି ଏକାଧିକ ବନ୍ଧୁକ ।

‘ୱେଲକମ୍ ଟୁ କରାଚି’ ହେଉଛି ଦୁଇ ଜଣ ଭାରତୀୟଙ୍କ କାହାଣୀ ଯେଉଁମାନେ ଭୁଲରେ କରାଚିରେ ପହଞ୍ଚି ଯାଇଛନ୍ତି । ପୋଷ୍ଟର ରିଲିଜ୍ ଅବସରରେ ଜ୍ୟାକି ଭଗନାନି କହିଥିଲେ ଯେ ପୋଷ୍ଟର ଅନେକଙ୍କୁ ବହୁତ ଭଲ ଲାଗିଛି । ଭଲ ରେସପନସ୍ ଆସୁଛି । ଫିଲ୍ମଟି ଆସନ୍ତା ମେ’୨୧ରେ ରିଲିଜ୍ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story