୮୦ ବର୍ଷରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି

ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି (ଓଲିଉଡ଼) ୮୦ ବର୍ଷରେ ପାଦ ଥାପିଛି। ୧୯୩୬ ଏପ୍ରିଲ ୨୮ ଆଜିର ଦିନରେ ‘ସୀତା ବିବାହ’ରୁ ଓଡ଼ିଆ ସିନେମାର ଯାତ୍ରା ଆରମ୍ଭ ହୋଇଥିଲା। ପୁରୀର ଲକ୍ଷ୍ମୀ ଟକିଜ୍‌ରେ ରିଲିଜ୍‌ ହୋଇଥିଲା ଓଡ଼ିଆ ଭାଷାରେ ନିର୍ମିତ ଏହି ଫିଲ୍ମ। ବହୁ ଘାତ ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷାରେ ଏକ ପୂର୍ଣ୍ଣାଙ୍ଗ ଫିଲ୍ମ ତିଆରି କରି ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଫିଲ୍ମରେ ୧୪ଟି ଗୀତ ସହ ୨୯ଟି ଦୃଶ୍ୟ […]

sita bibaha

sita bibaha

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 04:57 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି (ଓଲିଉଡ଼) ୮୦ ବର୍ଷରେ ପାଦ ଥାପିଛି। ୧୯୩୬ ଏପ୍ରିଲ ୨୮ ଆଜିର ଦିନରେ ‘ସୀତା ବିବାହ’ରୁ ଓଡ଼ିଆ ସିନେମାର ଯାତ୍ରା ଆରମ୍ଭ ହୋଇଥିଲା। ପୁରୀର ଲକ୍ଷ୍ମୀ ଟକିଜ୍‌ରେ ରିଲିଜ୍‌ ହୋଇଥିଲା ଓଡ଼ିଆ ଭାଷାରେ ନିର୍ମିତ ଏହି ଫିଲ୍ମ।

ବହୁ ଘାତ ପ୍ରତିଘାତ ମଧ୍ୟରେ ଓଡ଼ିଆ ଭାଷାରେ ଏକ ପୂର୍ଣ୍ଣାଙ୍ଗ ଫିଲ୍ମ ତିଆରି କରି ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ମୋହନ ସୁନ୍ଦର ଦେବ ଗୋସ୍ୱାମୀ। ଫିଲ୍ମରେ ୧୪ଟି ଗୀତ ସହ ୨୯ଟି ଦୃଶ୍ୟ ପାଇଁ ୨୯,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା। ହେଲେ ଦୁଃଖର ବିଷୟ ଏହି ଫିଲ୍ମର ରିଲ୍‌ଟି ଏକ ଅଗ୍ନିକାଣ୍ଡରେ ନଷ୍ଟ ହୋଇଯାଇଛି। ଏବେ ମୂକ ସାକ୍ଷୀ ଭାବେ ପୁରୀରେ ଉକ୍ତ ଲକ୍ଷ୍ମୀ ଟକିଜ୍‌ ଓ ଫିଲ୍ମର କିଛି ପୋଷ୍ଟର ହିଁ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos