ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ୍ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ରାବଣ’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମଣି ରତ୍ନମ। ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଦୁହେଁ ପରଦାରେ ଏକାଠି ନଜର ଆସିବେ। ଫିଲ୍ମଟିର ନାଁ ହେଉଛି ‘ଗୁଲାବ୍ଜାମୁନ୍’।
ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଖରେ ଏହି ଫିଲ୍ମର ସ୍କ୍ରିପ୍ଟ୍ ଦେଢ଼ ବର୍ଷ ପୂର୍ବରୁ ମିଳିସାରିଥିଲା। ହେଲେ ସମୟ ନ ମିଳିବା ଯୋଗୁ ସେମାନେ ଏହି ଫିଲ୍ମ ଅଫର୍କୁ ଗ୍ରହଣ କରିପାରୁ ନଥିଲେ। ଫିଲ୍ମଟିର ନିର୍ଦ୍ଦେଶନା ସର୍ବେଶ ମେୱାରା ଦେଉଥିବାବେଳେ ଫ୍ୟାଣ୍ଟମ ଫିଲ୍ମ ଏହାର ପ୍ରଯୋଜନା କରିବେ।
ଉଲ୍ଲେଖଯୋଗ୍ୟ, ଐଶ୍ୱର୍ଯ୍ୟା ଖୁବ୍ ଶୀଘ୍ର ଫିଲ୍ମ ‘ଫନ୍ନେ ଖାନ୍’ରେ ନଜର ଆସିବେ। ଫିଲ୍ମଟି ଆଗଷ୍ଟ ୩ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ସେ ଫିଲ୍ମ ‘ଏ ଦିଲ୍ ହୈ ମୁସ୍କିଲ୍’ରେ ନଜର ଆସିଥିଲେ। ସେହିଭଳି ଅଭିଷେକ୍ ବଚ୍ଚନଙ୍କ ଅପ୍କମିଂ ଫିଲ୍ମ ‘ମନମର୍ଜିୟାଁ’ ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
'ସବୁ ରାଜ୍ୟକୁ ମଦମୁକ୍ତ କର', ଦିଲଜିତଙ୍କ ଓପନ ଚ୍ୟାଲେଞ୍ଜ୍
ମାଦକ ଦ୍ରବ୍ୟକୁ ପ୍ରୋତ୍ସାହିତ କଲା ଭଳି ଗୀତ ନଗାଇବାକୁ ନୋଟିସ ପାଇଥିଲେ। ସବୁ ରାଜ୍ୟରେ ମଦ ବ୍ୟାନ୍ କରିବାକୁ କଲେ ଆହ୍ୱାନ କଲେ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜ।
Bollywood
କଙ୍ଗନାଙ୍କ Emergencyକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖରେ ରିଲିଜ୍ ହେବ
କଙ୍ଗନାଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଅନୁପମ୍ ଖେରଙ୍କୁ ଜୟପ୍ରକାଶ ନାରାୟଣ, ଶ୍ରେୟସ ତାଲପଡ଼େଙ୍କୁ ଅଟ୍ଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଦେଖିବାକୁ ମିଳିବ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Entertainment
ଅନନ୍ତ, ଶ୍ରୀନିବାସ ଓ ଜୟୀ ଗ୍ରହଣ କଲେ ‘ମୋହନସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର’
୨୦୨୧ ବର୍ଷ ପାଇଁ ଶ୍ରେଷ୍ଠ ଅଭିନେତା ଭାବରେ ‘ପ୍ରତୀକ୍ଷା’ ଚଳଚ୍ଚିତ୍ର ପାଇଁ ଦୀପନ୍ୱିତ ଦାସ ମହାପାତ୍ର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ‘ଡାଲଚିନି’ ଚଳଚ୍ଚିତ୍ର ପାଇଁ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ପୁରସ୍କୃତ କରାଯାଇଛି।
Entertainment
ମିସ୍ ୟୁନିଭର୍ସ ୨୦୨୪; ମୁକୁଟରେ ଲାଗିଛି ହୀରା ସାଙ୍ଗକୁ ୨୩ ପ୍ରକାରର ସୁବର୍ଣ୍ଣ ମୋତି
୭୩ତମ ମିସ୍ ୟୁନିଭର୍ସ କ୍ରାଉନର ଏକ ସ୍ୱତନ୍ତ୍ର ନାଁ ମଧ୍ୟ ଦିଆଯାଇଛି।