ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଅଜୟ

ମୁମ୍ୱାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ସୁଟିଂ କରୁଥିବା ବେଳେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୁଲଗେରିଆର ବ୍ୟସ୍ତବହୁଳ ସୋଫିଆ ରୋଡ୍‌ରେ ସୁଟିଂ ଚାଲିଥିବା ସମୟରେ ଅଜୟ ଦେବଗନ୍ ଏକ କାର୍‌ର ବୋନେଟ୍‌ ଉପରେ ବସିଥିଲେ। ଫିଲ୍ମର ଆକ୍‌ସନ ସିନ୍‌ ଅନୁସାରେ କିଛି କାର୍ ଗୋଟିଏ ପରେ ଗୋଟିଏ ହୋଇ ଦ୍ରୁତ ବେଗରେ ଗଡ଼ି ଚାଲିଥିଲା। ଏହି ସମୟରେ ଫିଲ୍ମର ପୂରା ୟୁନିଟ୍ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। କିନ୍ତୁ  ହଠାତ୍ […]

Ajay-Devgann

Ajay-Devgann

Rakesh Mallick
  • Published: Sunday, 27 March 2016
  • Updated: 28 March 2016, 10:40 AM IST

Sports

Latest News

ମୁମ୍ୱାଇ: ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ତାଙ୍କ ଆଗାମୀ ଫିଲ୍ମ ‘ଶିବାୟ’ର ସୁଟିଂ କରୁଥିବା ବେଳେ ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବୁଲଗେରିଆର ବ୍ୟସ୍ତବହୁଳ ସୋଫିଆ ରୋଡ୍‌ରେ ସୁଟିଂ ଚାଲିଥିବା ସମୟରେ ଅଜୟ ଦେବଗନ୍ ଏକ କାର୍‌ର ବୋନେଟ୍‌ ଉପରେ ବସିଥିଲେ। ଫିଲ୍ମର ଆକ୍‌ସନ ସିନ୍‌ ଅନୁସାରେ କିଛି କାର୍ ଗୋଟିଏ ପରେ ଗୋଟିଏ ହୋଇ ଦ୍ରୁତ ବେଗରେ ଗଡ଼ି ଚାଲିଥିଲା। ଏହି ସମୟରେ ଫିଲ୍ମର ପୂରା ୟୁନିଟ୍ ଟ୍ରାଫିକ୍ ନିୟନ୍ତ୍ରଣ କରୁଥିଲେ। କିନ୍ତୁ  ହଠାତ୍ ଏହି ସମୟରେ ଏକ କାର୍ ପଶି ଆସିଥିଲା ଅଜୟ ଦେବଗନ୍ ବସିଥିବା କାର୍‌ ଆଡ଼କୁ ଓ ଖୁବ୍‌ ଜୋରରେ ଧକ୍କା ଦେଇଥିଲା।

ଏକ ରିପୋର୍ଟ ଅନୁସାରେ ଦୁର୍ଘଟଣା ବହୁତ ବଡ଼ ଥିଲା। ହେଲେ ଜଣେ କ୍ରୁ ସଦସ୍ୟ ଅଜୟ ଦେବଗନ୍‌କୁ ବଞ୍ଚାଇ ଦେଇଥିଲେ। ଅଜୟ ଯେଉଁ କାର୍‌ରେ ବସିଥିଲେ ତାହା ଦୁର୍ଘଟଣାରେ ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story